ଢେଙ୍କାନାଳ,୨୩/୧: ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ଗ୍ରାମରେ ଥିବା ଏକ ଫାର୍ମହାଉସରେ। ରବିବାର ଭୋରୁ ଭୋରୁ ଫାର୍ମହାଉସ ମାଲିକ ଶୋଇଥିବା ବେଳେ ଏହି ହତ୍ୟାକଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ମୃତ ଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ହତ୍ୟା କାଣ୍ଡର କାରଣ ଏଯାବତ୍ Continue Reading
ଢେଙ୍କାନାଳ, ୨୦/୨ : ଝିଅ ଖୋଜୁଥିଲା ମା’କୁ। ଶ୍ୱଶୁର ଖୋଜୁଥିଲେ ବୋହୂକୁ। ଡ୍ରାଇଭର ଖୋଜୁଥିଲେ ମାଡାମଙ୍କୁ। ଘରେ କାମ କରୁଥିବା ଦୁଇ ସହାୟକ ଖୋଜୁଥିଲେ ସେମାନଙ୍କ ମାଲିକାଣୀଙ୍କୁ। ସମସ୍ତେ ଖୋଜୁଥିଲେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କୁ। କିନ୍ତୁ କେହି ପାଉ ନଥିଲେ। ପରେ ତାଙ୍କ ମୃତଦେହ ମିଳିଲା ଘର ବାହାରେ ଥିବା ଏକ ବନ୍ଦ ଘରୁ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ। ମୃତ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ Continue Reading

ଢେଙ୍କାନାଳ, ୧୫/୨ : ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁରେ ଘଟିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ଆଜି ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁର ଜଣଙ୍କ ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।ମୃତଦେହ […]Continue Reading

4 suspects detained, high-level police probe underway Bhubaneswar, Sept. 10: In a harrowing case that has shocked the communities across the state, a 22-year-old woman hailing from Bhapur village in Odisha’s Dhenkanal district, was allegedly gang-raped by a group of youths for over a period of seven months. The victim, now seven months pregnant, was […]Continue Reading