Home Posts tagged dharmgad
Odisha News
ଧର୍ମଗଡ଼, ୪/୩: କଳାହାଣ୍ଡି ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ। କଲମପୁର ବ୍ଲକ ଦେପୁର ନିକଟରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି।ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।ଇନ୍ଦ୍ରାବତୀ ଦକ୍ଷିଣ କେନାଲ କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡ଼ିଲା ମୁଖ୍ୟ କେନାଲ। ୨୦ ଫୁଟର ଘାଇ ହେବା ଫଳରେ ଜଳମଗ୍ନ […]Continue Reading
Odisha News
ଧର୍ମଗଡ଼,୧୭/୧୦: ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ। ଏଥିରେ ଜଣେ ମହିଳା ରୋଗୀଙ୍କ ସମେତ ଗାଡ଼ି ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ କଳାହାଣ୍ଡି ଜିଲ୍ଲା ମହିଚଳା ନିକଟରେ ଘଟିଛି। ମୃତା ମହିଳା ରୋଗୀଜଣକ ହେଲେ ଡାଇରିଆ ଆକ୍ରାନ୍ତ କପୁରମାଲ ଗାଁ ର ସୁନୀତା ଦୁର୍ଗା ଓ ଆମ୍ବୁଲାନ୍ସ ହେଲପର ପଣ୍ଡିଗାଁର ଡମ୍ବରୁ ଶବର ।ସୁଚନାନୁସାରେ, ଜୟପାଟଣା Continue Reading
Top Stories
Dhamra, Aug 10: With the belief “Nourishing communities towards a healthy nation”, the Adani Foundation, the CSR arm of Adani Group of Companies is driving project SuPoshan – “a mission against Malnutrition and Anaemia”. Supported by Adani Wilmar, the project closely works with children (0-5) years, pregnant women, lactating mothers, and adolescent girls. Focusing on […]Continue Reading
Odisha News
ଧର୍ମଗଡ ,୫/୮: ପିକଅପ ଭ୍ୟାନ ଓଲଟି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲାଶପାଣି ଅଞ୍ଚଳରୁ ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍ଅପ୍ ଭ୍ୟାନ୍ରେ ଆସୁଥିଲେ ।ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କ୍ଷContinue Reading
Seo wordpress plugin by www.seowizard.org.