ଗୁଲାମ୍ ଗସ୍ଙ୍କ ରିପୋର୍ଟଧର୍ମଶାଳା, ୨୮/୭ : ଧର୍ମଶାଳା ବ୍ଲକର ଚାଷୀମାନଙ୍କ ଜୀବନ ରେଖା କୁହାଯାଉଥିବା ଶାଗଡିଆ ନାଳରେ ପୁନ୍ନରୁଦ୍ଧାର କରିବାକୁ ଚାଷୀମାନେ ଦାବି କରିଛନ୍ତି।ଧର୍ମଶାଳା ବ୍ଲକରେ ୪୫ ଗୋଟି ପଂଚାୟତ ଥିବା ବେଳେ ସେଥିମଧ୍ୟରୁ ୧୯ ଗୋଟି ପଞ୍ଚାୟତର ଚାଷୀମାନେ ଶଗଡ଼ିଆ ନାଳ ଉପରେ ନିର୍ଭରଶୀଳ। ଏହି ନାଳ ଆରୁହା ପଞ୍ଚାୟତ ନାନପୁର ଓ ବାଟିଜଙ୍ଗାରୁ ବାହାରି ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତସ୍ଥିତ ଗେଙ୍ଗୁଟି Continue Reading




