Home Posts tagged dharmagad
Odisha News
ଧର୍ମଗଡ଼, ୯/୬: ଦିନକୁ ଦିନ ବଢ଼ିବାରେ ଲାଗିଛି ସରକାରୀ ବାବୁଙ୍କ ଦୁର୍ନୀତି। ଭିଜିଲାନ୍ସ ଅନେକଥର ଲାଞ୍ଚଖୋର ଆଇଏଏସ୍ ବାବୁମାନଙ୍କୁ ଧରିଛି। ତେବେ ସେହିପରି ଭିଜିଲାନ୍ସ ପଞ୍ଝାରେ ଜଣେ ଆଇଏଏସ ଅଧିକାରୀ।ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଥିଲା। ତେବେ ଉପଜିଲ୍ଲାପାଳଙ୍କ ଘରେ ଚଢ଼ାଉରେ ଭିଜିଲାନ୍ସର Continue Reading