
ଭଦ୍ରକ,୬/୧୧: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଅଷ୍ଟମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଅଷ୍ଟମ ରାଉଣ୍ଡରେ ବି ବିଜେଡିକୁ ପଛରେ ପକାଇ ବିଜେପି ଆଗରେ ରହିଛି ।ଅଷ୍ଟମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୫୯୯୧ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି । ତା ପଛକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ । ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ ।ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ […]Continue Reading