Home Posts tagged DEPUTY CM PRABHATI PARIDA
Odisha News
ଭୁବନେଶ୍ୱର,୬/୩: ’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ସମ୍ମାନ ହେବ ବୋଲି ସେ କହିଛନ୍ତି ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ Continue Reading
Odisha News
ଭୁବନେଶ୍ୱର,୧/୩: ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ।ସେ କାହାର ନାଁ ନ ନେଇ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା।ଭାଜପା ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର କରିବ ନାହିଁ। ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ଏବେ ବି Continue Reading
Odisha News
ଭୁବନେଶ୍ୱର,୨୧/୨: ମହିଳାମାନଙ୍କୁ ଆହୁରି ସଶକ୍ତ କରିବାକୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ଆସନ୍ତାକାଲିଠାରୁ ଏହି ମେଳା ଆରମ୍ଭ ହେବ । ୨୦୪୭ରେ ବିକଶିତ ଓଡ଼ିଶା ଓ ବିକାଶ ଭାରତ ପାଇଁ ମହିଳା ସଶକ୍ତିକରଣ ହେବ ମୂଳ ପିଣ୍ଡ । ତେଣୁ ସୁଭଦ୍ରା ଶକ୍ତି ମେଳାରେ ଶକ୍ତିର ପୁଞ୍ଜ ଦେଖିବାକୁ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ନଅ ଦିନ […]Continue Reading
Odisha News
ଭୁବନେଶ୍ୱର,୧୧/୨ : ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ମହିଳା କମିଶନ କ୍ଷମତାହୀନ । କମିଶନଙ୍କ ଅଧିକାର ସମନ୍ କରିବା, ଡାକିବା, ଏବଂ ଦଣ୍ଡିତ କରିବା ।ମାତ୍ର ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି ।କମିଶନଙ୍କର ପୋଲିସ ପାୱାର ବିନା କୌଣସି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ ।ମହିଳା […]Continue Reading
Odisha News
ଭୁବନେଶ୍ୱର,୧୭/୧:ଶୁକ୍ରବାର ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁଣି ଏକ ବଡ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ପର‌୍ୟ୍ୟନ୍ତ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି ।୩୧ ହଜାର ଅପଟ୍ ଆଉଟ୍ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା […]Continue Reading
Odisha News
ମାଲକାନଗିରି, ୨୦/୧୨ : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର Continue Reading
Odisha News
ଭୁବନେଶ୍ୱର, ୧୩/୧୧: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ନିକଟକୁ ପଇସା ପହଞ୍ଚି ସାରିଛି ।ତେବେ ଏବେ ବି ଲକ୍ଷାଧିକ ହିତାଧିକାରୀ ଏହାରି ଅପେକ୍ଷାରେ ରହିଛନ୍ତି । ଅନେକ କିଛି ତ୍ରୁଟି କାରଣରୁ ସୁଭଦ୍ରା ଟଙ୍କା ପାଇ ପାରି ନାହାନ୍ତି । ଏ ଯାଏଁ ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । Continue Reading
Odisha News
ଭୁବନେଶ୍ୱର,୩୦/୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ ।ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ Continue Reading
Odisha News
ଭୁବନେଶ୍ୱର,୪/୯ : ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ ବୋଲି ଶ୍ରୀମତି ପରିଡ଼ା ଘୋଷଣା କରିଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ ।ଏହା ସହିତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ […]Continue Reading
Odisha News
ଭୁବନେଶ୍ୱର,୩୧/୮: ବିଧାସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟ ଶନିବାର ବେଶ ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ବିଧାୟକମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖଛନ୍ତି ।ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନଓ୍ବାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷେ ଗୃହରେ ଛତୁଆ ବଣ୍ଟନକୁ ନେଇ ଚର୍ଚ୍ଚା ହେଉଛି । ଏକାଧିକ ବିଧାୟକ ଛତୁଆକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।ଏ ନେଇ ବାଚସ୍ପତି ସୁରମା Continue Reading