Home Posts tagged Department of Posts (DoP)
Odisha News
ନୂଆଦିଲ୍ଲୀଳ,୧୨/୮: ଡାକ ବଭାଗ ୧୦ ଦିନ ମଧ୍ୟରେ ଲୋକଙ୍କୁ ୧କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର ତିରଙ୍ଗା’ କାର‌୍ୟ୍ୟକ୍ରମରେ ସାମିଲ କରୁଛି।ଏହି ଜାତୀୟ ପତାକାକୁ ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଅନ୍ଲାଇନ୍ରେ ଡାକ ବିଭାଗ ସାରା ଦେଶର କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି। ଇ-ଡାକଘର ସୁବିଧା […]Continue Reading
Seo wordpress plugin by www.seowizard.org.