![](https://odishanewsonline.com/wp-content/uploads/2025/01/MAHA1-580x460.jpg)
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଦେଓଗାଁ, ୧/୧: ଦେଓଗାଁ ବ୍ଲକ ଅଧୀନସ୍ଥ ବଗଡ଼ା ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ କୁନ୍ତେ ମେହେର ଅବସର ଗ୍ରହଣ କରିଛନ୍ତି।ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ତାଙ୍କୁ ଅବସର ଦିନ ହିଁ ପୂର୍ଣ୍ଣ (ଫାଇନାଲ)) ପେନସନ୍ ପ୍ରଦାନ କରାଯାଇପାରିଛି।ସରକାରଙ୍କ ନିୟମ ଅନୁସାରେ ଅବସର ନେବା ପୂର୍ବରୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥାଏ।ସେହି ନିୟମ ଅନୁଯାୟୀ ଶ୍ରୀଯୁକ୍ତ ମେହେର ତାଙ୍କର ସହକାରୀ ଶିକ୍ଷକଙ୍କୁ ଦାୟିତ୍ଵ ଅର୍ପଣ କରି Continue Reading