Home Posts tagged DENGUE
Odisha News
କୋଲକାତା ୨୫।୯: ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ। ପୂଜା ବେଳେ ଯେପରି ଡେଙ୍ଗୁ ନିୟନ୍ତ୍ରଣରେ ରହେ ସେଥିଲାଗି ସ୍ୱାସ୍ଥ୍ୟ ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ପୂଜା ଅବସରରେ ଡାକ୍ତରଙ୍କ ଛୁଟି ବାତିଲ ସହ ରୋଷ୍ଟରରେ ଡ୍ୟୁଟି ଲାଗି ପ୍ରସ୍ତାବ ଦିଆଯାଇଛି।ରାଜ୍ୟରେ ପୂଜା ଅବକାଶ ସପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖରେ ସରିବ। ତେବେ ଡାକ୍ତରଙ୍କୁ ରୋଷ୍ଟର Continue Reading
Seo wordpress plugin by www.seowizard.org.