
ଡେଲାଙ୍ଗ,୨୧/୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ଉତ୍ତ୍ୟେକ୍ତ ଲୋକମାନେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ପୂର୍ବ ଶତ୍ରୁତାରୁ ଦାଦା ଏପରି କାଣ୍ଡ ଭିଆଇଥିବା କୁହାଯାଉଥିବାବେଳେ ପୋଲିସ ଏଯାଏ କିଛି ସ୍ପଷ୍ଟ Continue Reading