ଭୁବନେଶ୍ୱର, ୨୫/୫ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ କେଉଁ ଦଳକୁ ଯିବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେ କାହିଁକି ବିଜେଡ଼ି ଛାଡ଼ିଲେ ଏବଂ କେଉଁ ଦଳକୁ ଯିବେ ସଙ୍କେତ ଦେଇସାରିଛନ୍ତି । ସେହି ଦଳର ନାମ ନ କହିଥିଲେ ମଧ୍ୟ ସେ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।ଦେବାଶିଷ ସାମନ୍ତରାୟ ଆଜି ଉଭୟ ବିଜେଡ଼ି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । […]Continue Reading




