ନବରଙ୍ଗପୁର, ୨୮/୬ : ବଜ୍ରାଘାତରେ ମା’ ଓ ଝିଅଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳୁଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଉଭୟ ମାଆ-ଝିଅଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ନିନାଶପାଣୀ ଗ୍ରାମର ଦୟମତି ମୁଦୁଲି (୪୫) ଏବଂ ତାଙ୍କ ଝିଅ ଚମ୍ପା ମୁଦୁଲି (୨୨) ନିଜ ଚାଷ ଜମି […]Continue Reading




