କେନ୍ଦ୍ରାପଡା, ୩୦/୧୦ : ଗାଁରୁ ମିଳିଲା ମୁଣ୍ଡ ନଥିବା ମୃତଦେହ । ବନ୍ଧରେ ଦେଖିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଲୁଣାନଦୀ ବନ୍ଧରେ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି ।ସ୍ଥାନୀୟ ମାହାରାକୂଳ ଗାଁ ଲୋକେ ଆଜି ସକାଳୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଦୁଇଟି ଚପଲ ମଧ୍ୟ ପଡିଛି ।ଏହା ବ୍ୟତୀତ ଅନ୍ୟ କିଛି ଠାବ ହୋଇ ନାହିଁ । ନଦୀ ବନ୍ଧ ଉପରେ […]Continue Reading




