Home Posts tagged Daringbadi
Odisha News
କନ୍ଧମାଳ,୨୧/୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।ସେ ଏହି ପେନସନ ଟଙ୍କାକୁ ହଡପ କରି ଶେୟାର ମାର୍କେଟରେ ଲଗାଇଥବା ଜଣାପଡିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ । ଶିକ୍ଷକଙ୍କ ଅଭିଯୋଗ […]Continue Reading
Odisha News
ଭୁବନେଶ୍ବର/ଦାରିଙ୍ଗିବାଡ଼ି, ୨୯/୧୦: ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିଛି। ଏଥିସହିତ ରାତି ତାପମାତ୍ରା ଖସିବାରେ ଲାଗିଛି। ଗତ ରାତିରେ ୨୩ ସହରର ତାପମାତ୍ରା ୨୦ଡିଗ୍ରି ତଳେ ରେକର୍ଡ ହୋଇଛି।କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୧୨.୪ଡିଗ୍ରି ଏବଂ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାଠାରେ ୧୨.୯ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରି, କୋରାପୁଟରେ ୧୪.୫ ଡିଗ୍ରି, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଆଦି ସହରର Continue Reading
Seo wordpress plugin by www.seowizard.org.