Home Posts tagged cyclone asani
Odisha News
ଭୁବନେଶ୍ୱର,୧୨/୩: ଦୁର୍ବଳ ହେବାରେ ଲାଗିଛି ବତ୍ୟା ଅସାନି । ଏହା ସମୁଦ୍ର ଭିିତରକୁ ପଶି ଆହୁରି ଦୁର୍ବଳ ହୋଇଯିବ । ବତ୍ୟାର ପ୍ର୍ରଭାବ ଓଡ଼ିଶା ଉପରେ ଆଉ ପଡିବନି । ତଥାପି ପରବର୍ତ୍ତୀ ନିର୍ଦ୍ଦେଶନାମା ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ଗୁରୁବାର ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି Continue Reading
Odisha News
ଭୁବନେଶ୍ୱର, ୧୦/୫: ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍ ପବନ ବହିବ ।ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ଜାରି ରହିବ । ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବ । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ ।ସାମ୍ଭାବ୍ୟ […]Continue Reading
Odisha News
ଭୁବନେଶ୍ୱର,୧୦/୩: ବାତ୍ୟା ଅସାନି ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା। ଆଜି ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି।୧୧ରେ ଗଞ୍ଜାମ, […]Continue Reading
Seo wordpress plugin by www.seowizard.org.