କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୧୮/୧୧ : ବାତ୍ୟା ‘ଅକଭାନ’ର ପ୍ରଭାବ କ୍ରମଶଃ କମିବାର ଆକଳନ କରାଯାଉଛି। ସ୍ଥଳଭାଗ ଅତିକ୍ରମ କରିବା ବେଳକୁ ଏହା ଅତି ଭୀଷଣ ବାତ୍ୟା ଶ୍ରେଣୀରେ ଆଉ ରହିବ ନାହିଁ। ଭୀଷଣ ବାତ୍ୟା ରୂପରେ ଉପକୂଳ ଅତିକ୍ରମ କରିବା ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଇଛି।ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳ ଦେଇ ବାତ୍ୟା ‘ଅକଭାନ’ ସ୍ଥଳଭାଗ ଅତିକ୍ରମ କରିବାର Continue Reading




