ବର୍ମିଂହାମ, ୯/୮: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ସମାପ୍ତ ହୋଇଛି। ଏଥର ୨୨ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୬୧ଟି ପଦକ ଜିତିଥିବା ଭାରତ ଚତୁର୍ଥ ସ୍ଥାନରେ ରହିଛି।୬୧ଟି ପଦକ ମଧ୍ୟରେ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ରହିଛି। ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସର୍ବୋତ୍ତମ ପ୍ରଦର୍ଶନ। ତେବେ ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହା ଦେଶର ପଞ୍ଚମ ସର୍ବୋତ୍ତମ ପ୍ରଦର୍ଶନ।ରାଜ୍ୟଗୋଷ୍ଠୀ କ୍ରୀଡ଼ା Continue Reading
ବର୍ମିଂହାମ, ୮/୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର କମାଲ କରିଛନ୍ତି ଭାରତୀୟ ଖେଳାଳି। ଦେଶ ପାଇଁ ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ।ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ Continue Reading
BIRMINGHAM, AUG 8: India’s badminton ace PV Sindhu won her maiden singles gold at the Commonwealth Games defeating Michelle Li of Canada 21-15, 21-13 on the last day of the quadrennial event in Birmingham on Monday. The 27-year-old two-time Olympic medallist Sindhu, who was unsuccessful in the previous two attempts, settling for silver at the […]Continue Reading
ବର୍ମିଂହାମ,୭/୮: ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବକ୍ସିଂ ବିଭାଗରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ। ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।ନିଖତ ଜରିନ ଚଳିତ ସିଜିନ୍ରେ ଏହାକୁ ମିଶାଇ ହାଟ୍ରିକ୍ ପଦକ ପାଇଛନ୍ତି।୪୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ। ଶେଷ ଖବର Continue Reading
NEW DELHI, AUG 7: India’s Amit Panghal won Gold in the men’s 51kg category in boxing at the Commonwealth Games, bouncing back strongly from his Tokyo Olympics disappointment. The numero uno in the category proved his top billing right with a powerful performance in the final against Kiaran MacDonald of England in Birmingham on Sunday, […]Continue Reading