କଟକ,୮/୬: କଟକ ସହରରେ ସିରିଜ୍ ଦୁର୍ଘଟଣା ଘଟାଇଛି ଜଣେ ନିଶାସକ୍ତ କାର୍ ଡ୍ରାଇଭର। ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗାଡିକୁ ଧକ୍କା ଦେଇଛି। କଟକ ସହରର ବାରବାଟୀ ଷ୍ଟାଡିୟମ, ଯୋବ୍ରା ଏବଂ ଚାଉଳିଆଗଞ୍ଜ ଆଦି ସ୍ଥାନରେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ଶେଷରେ ଲୋକଙ୍କ ହାବୁଡରେ ପଡିଛି।ଲୋକମାନେ କାର୍କୁ ପିଛା କରି ରାଜେନ୍ଦ୍ର ନଗର ନିକଟରେ ଅଟକାଇବା ସହ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ। ଏଥିସହିତ ଉତ୍ତ୍ୟକ୍ତ ଲୋକମାନେ କାର୍କୁ ମଧ୍ୟ Continue Reading
କଟକ,୩୦/୫ : କଟକ ବକ୍ସ ଡ୍ରେନ୍ ଟ୍ରାଜେଡିରେ ଗୁରୁତର ନାବାଳିକାରଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ। ବକ୍ସଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ପାଇପ୍ ଡେଇଁ ଅସ୍ଥାୟୀ ବ୍ରିଜ୍କୁ ଯିବା ବେଳେ ସେ ପାଇପ୍ ସନ୍ଧିରେ ଖସିପଡିଥିଲେ।ଫଳରେ ଦୁଇ ପାଇପ୍ ମଧ୍ୟରେ ଫସିଯାଇ ଗୁରୁତର ଆହତ ହୋଇଥିଲେ। ଏପରିକି Continue Reading
କଟକ,୨୯/୫: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି Continue Reading
କଟକ,୧୮/୫: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାଫଳ। ଏଥର ପରୀକ୍ଷାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ Continue Reading
ଭୁବନେଶ୍ବ,୨୦/୭: କଟକ ଓ ଭୁବନେଶ୍ଵରର ନୂଆ ଡିସିପି ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ ଏବଂ ଅଖିଳେଶ୍ଵର ସିଂହ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ପୁଲିସ ସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ନୂଆ ଡିସିପି Continue Reading
କଟକ,୧୩/୭: ସୋମବାର ଦିନଠାରୁ କଟକ ସହରରୁ ସଟଡାଉନ୍ କଟକଣା ହଟିଛି । ଏବେ ସିଏମସି ଅଞ୍ଚଳରେ ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ୟ୍ୟନ୍ତ ଖୋଲା ରହିବ ।ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।ସେହିପରି କଟକ ସହରରେ ସପିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କୋଭିଡ ଗାଇଡଲାଇନ ପାଳନ କରି ସପିଂ […]Continue Reading
ଭୁବନେଶ୍ୱର,୭/୭: ରାଜ୍ୟରେ ମଙ୍ଗଳବାର ଦିନ କରୋନାରେ ପୁଣି ୪ ଜଣ ଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଜଣ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।ଆଉ ଜଣେ ମୃତକ କଟକ ଜିଲ୍ଲାର ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ […]Continue Reading




