Home Posts tagged Cuttack (Page 2)
Odisha News
କଟକ, ୬/୨ : ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ତ୍ରୁଟି ଶୂନ୍ୟ ପରୀକ୍ଷା ପରିଚାଳନା ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ଥର ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।କ୍ରମିକ ନମ୍ବର ଏବଂ ୱାଟର୍ ମାର୍କ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ର ଏବଂ କେଉଁ ପିଲାର ପ୍ରଶ୍ନ ପତ୍ର […]Continue Reading
Odisha News
ଆଠଗଡ , ୬/୨: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାସ୍ତାକଡ଼ରେ ବୁଲୁଥିବାର ମୋବାଇଲରେ ହେଲା ରେକର୍ଡ । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି ।ସୂଚନା ଥାଉକି, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ ବୁଲୁଛି ବାଘ । ପାହାଡ଼ରେ କଲରା ପତରିଆ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୨/୨: ସମ୍ବିଧାନ କୁ ଆମେ ସମ୍ମାନ ଜଣାଇଲେ ଗଣତନ୍ତ୍ର ଅଧିକ ମଜବୁତ୍ ହେବ । ସାଧାରଣ ଲୋକେ କିପରି ସମ୍ବିଧାନ ବିଷୟରେ ଯେପରି ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ବିଜେପି ର ସମ୍ବିଧାନ ଗୌରବ ଅଭିଯାନ ର ମୂଳ ଲକ୍ଷ୍ୟ ।ତାହାକୁ ସାକାର ରୂପ ଦେବା ପାଇଁ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ତରଫରୁ ଆଭାସୀ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ।ବିଶିଷ୍ଟ ରାଜନୀତି ବିଜ୍ଞାନ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୩୦/୧୨: ସ୍ଵ ରୋଜଗାର ବୃଦ୍ଧି ପାଇଁ କିପରି ଆତ୍ମ ପ୍ରଚେଷ୍ଟା କରାଯିବ ଓ ଆତ୍ମ ନିର୍ଭରସିଳ ସମ୍ଭବ ହୋଇପାରିବ,ସେ ସମ୍ପର୍କରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ୍,କଟକ ଶାଖା ଆନୁକୁଲ୍ୟରେ ପ୍ରଥମ ଆଭାସି ବୈଠକ ଅନୁଷ୍ଠିତ ହୋଇ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ।ବିଜେପି ମୁଖପାତ୍ର ଡ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ତାଙ୍କର ବହୁ ବୈଷୟିକ ଅନୁଭୂତି କହିଥିଲେ ଓ ଏ ଦିଗରେ ସମସ୍ତ ସହାୟତା […]Continue Reading
Odisha News
କଟକ, ୨୩/୧୨ : ବହୁ ଶୀଘ୍ର ବାଦ ପଡିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପଦବୀ ପୂରଣ ହେବ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାରେ ଅନୁସାରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ସେନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ଅଶାୟୀଙ୍କୁ ନିଯୁକ୍ତି Continue Reading
Odisha News
କଟକ, ୧୫/୧୨ : କାଠଯୋଡି ନଦୀ ପଠାରୁ ମଳିଥିବା ମୃତ ମହିଳା କିଏ? ତାଙ୍କର ପରିଚୟ ମିଳୁନଥିବା ବେଳେ ହତ୍ୟାକାରୀଙ୍କ ଠିକଣା ପାଇଲା କମିସନ୍‌ରେଟ୍ ପୁଲିସ୍‌। UPIପେମେଣ୍ଟରୁ ମିଳିଥିଲା ହତ୍ୟାକାରୀର ଠିକଣା। ହତ୍ୟାକାଣ୍ଡ ଘଟିବାର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଧରିଛି ପୁଲିସ। ହତ୍ୟାକାରୀ ଗିରଫ ହେବା ପରେ ମିଳିଲା ମୃତ ମହିଳାଙ୍କ ପରିଚୟ। ହେଲେ ଏଥିପାଇଁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଛି।୧୩ ତାରିଖ ସକାଳେ କଟକ କନ୍ଦରପୁର ଥାନା ପରମହଂସ ନିକଟସ୍ଥ Continue Reading
Odisha News
କଟକ,୧୪/୧୨: ଆଗକୁ ମକର ସଂକ୍ରାନ୍ତି। ଆରମ୍ଭ ହୋଇଯିବ ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି।ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି ଚରଣ ସିଂ ମୀନା କହିଛନ୍ତି। ଏପରିକି ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ […]Continue Reading
Odisha News
କଟକ,୧୩/୧୨: କଟକ କନ୍ଦରପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନଦୀପଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ମହିଳାଙ୍କ ପରିଚୟ ମିଳି ନ ଥିବା ବେ ଳେ ବାମ ହାତରେ ଏକ ଟାଟୁ ରହିଛି। ଟାଟୁରେ ‘ଓମ୍ ବାବା ବଳିଆ’ଲେଖାଯାଇଛି। ଅନ୍ୟପକ୍ଷେ ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର ଆଘାତ ଲାଗିଛି। ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ […]Continue Reading
Odisha News
କଟକ, ୧୩/୧୨ : ଆଥଲେଟ୍ ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଦୂତି ଚାନ୍ଦଙ୍କର କିଛି ହୋଇନାହିଁ। କଟକ ଜିଲ୍ଳା ଓଏମପି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।ଗତକାଲି ଦୂତି ଜଣେ ବନ୍ଧୁଙ୍କ ସହ ଯାଜପୁରରୁ ନିଜ କାର୍ ଯୋଗେ ଭୁବନେଶ୍ୱର ଫେରୁଥିଲେ। ଓଏମପି ଛକ ନିକଟରେ ଏକ ଟ୍ରକ୍ ତାଙ୍କ କାର୍‌କୁ ଧକ୍କା ଦେଇଥିଳା ଟ୍ରକ୍। ଦୁର୍ଘଟଣା ପରେ ଟ୍ରକ୍‌ଟି […]Continue Reading
Odisha News
କଟକ , ୧୦/୧୨ : ବଦଳିଛି ପାଗ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ।ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ ଏବଂ ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିବ। […]Continue Reading