କଟକ,୧୪/୬: ଆଜି ହେଉଛି ପହିଲି ରଜ। ବିଶେଷ କରି ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି।ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ। ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର […]Continue Reading
କଟକ,୧୦/୬ : ଓଡ଼ିଶା ସିମ୍ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ସାଇବର ଠକଙ୍କୁ ବିକୁଥିଲେ। ସାଇବର ଠକମାନେ ଏହି ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ।ସାଇବର ଠକଙ୍କୁ ସିମ୍ ଯୋଗାଇ ଦେଇ ମାଲେମାଲେ ହେଉଥିବା ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ। ଏହି ୮ ଯୁବକ ଗ୍ରାହକଙ୍କ ଠକି ସେମାନଙ୍କ ନାମରେ ସିମ୍ କାର୍ଡ ବାହାର କରୁଥିଲେ। ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ। ଏନେଇ ଆଜି […]Continue Reading
କଟକ,୮/୬: କଟକ ସହରରେ ସିରିଜ୍ ଦୁର୍ଘଟଣା ଘଟାଇଛି ଜଣେ ନିଶାସକ୍ତ କାର୍ ଡ୍ରାଇଭର। ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗାଡିକୁ ଧକ୍କା ଦେଇଛି। କଟକ ସହରର ବାରବାଟୀ ଷ୍ଟାଡିୟମ, ଯୋବ୍ରା ଏବଂ ଚାଉଳିଆଗଞ୍ଜ ଆଦି ସ୍ଥାନରେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ଶେଷରେ ଲୋକଙ୍କ ହାବୁଡରେ ପଡିଛି।ଲୋକମାନେ କାର୍କୁ ପିଛା କରି ରାଜେନ୍ଦ୍ର ନଗର ନିକଟରେ ଅଟକାଇବା ସହ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ। ଏଥିସହିତ ଉତ୍ତ୍ୟକ୍ତ ଲୋକମାନେ କାର୍କୁ ମଧ୍ୟ Continue Reading
କଟକ,୩୦/୫ : କଟକ ବକ୍ସ ଡ୍ରେନ୍ ଟ୍ରାଜେଡିରେ ଗୁରୁତର ନାବାଳିକାରଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ। ବକ୍ସଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ପାଇପ୍ ଡେଇଁ ଅସ୍ଥାୟୀ ବ୍ରିଜ୍କୁ ଯିବା ବେଳେ ସେ ପାଇପ୍ ସନ୍ଧିରେ ଖସିପଡିଥିଲେ।ଫଳରେ ଦୁଇ ପାଇପ୍ ମଧ୍ୟରେ ଫସିଯାଇ ଗୁରୁତର ଆହତ ହୋଇଥିଲେ। ଏପରିକି Continue Reading
କଟକ,୨୯/୫: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି Continue Reading
କଟକ,୧୮/୫: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାଫଳ। ଏଥର ପରୀକ୍ଷାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ Continue Reading

କଟକ,୨୭/୪: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ସେ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି। ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।ବାଉରୀବନ୍ଧୁ ପରିଡ଼ା ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା।ସମ୍ପୃକ୍ତ ଅଧିକାରୀ ଜଣକ ବଡ଼ମ୍ବା ବ୍ଳକରେ Continue Reading
ଆଳି, ୨୭/୪ : ଗୁରୁବାର ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ନୌକା ଦୁର୍ଘଟଣା ଘଟି ଘାଟିଆ ସମେତ ଜଣେ ୧୨ ବର୍ଷର ବାଳକ ନିଖୋଜ ହୋଇଯାଇଛନ୍ତି।ସକାଳ ୬ଟା ସମୟରେ କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ।ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା Continue Reading
କଟକ,୨୬/୪ : ରାଜସ୍ଥାନ ଭରତପୁରରୁ ବନ୍ଧା ହେଲେ ଦୁଇ ସାଇବର ଠକ। ସେମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ କରିଛି ପୁଲିସ୍। ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିଲେ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର।ନ୍ୟୁଡ୍ କଲ କରି କଟକ ଟାଉନ୍ର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଟକି ନେଇଥିଲେ ସାଇବର ଠକ। ଏନେଇ କଟକ ସାଇବର ଥାନାରେ […]Continue Reading

କଟକ,୨୨/୪: ଆଜି ହେଉଛି ଇଦ୍ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍।ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ।ଇଦ୍ ପାଳନ ନେଇ କଟକ, […]Continue Reading