ଫୁଲନଖରା,୨୪/୯ : କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର ଅନିମେଶ ଜେନା ଓରଫ କାହ୍ନା ବୋଲି ଜଣାପଡିଛି।ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହୟତାରେ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ […]Continue Reading
କଟକ,୨୩/୯ : ସାଲେପୁର ବ୍ଲକ ଆତୋଡା ଗାଁରେ ରୋହିଣୀ ନାମ ଏକ ଅପମିଶ୍ରିତ କ୍ଷୀର କାରଖାନା ଠାବ ହୋଇଛି । ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୁଲିସ ମିଳିତ ଚଢାଉ କରିଛି । ଚଢ଼ାଉ ବେଳେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିବା ଜଣାପଡିଛି।କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ […]Continue Reading
BY BARADA DAS CUTTACK,SEPT 23 : The President of the Tinkers’ Club, presented a memorandum to Shri Kanak Bardhan Singhdeo, the Deputy Chief Minister of Odisha , on his recent visit to Cuttack at the Circuit House. While presenting the memorandum, the President was accompanied with Lalatendu Badu the President of the Cuttack City BJP […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୧/୯: ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଟକ ସର୍କିଟ ହାଉସ ଗସ୍ତ ସମୟରେ ଥିଙ୍କର୍ଷ କ୍ଳବ୍ ତରଫରୁ ସଭାପତି ବରଦା ଦାସ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ବିଜେପି ମହିଳା ଶାଖା ସମ୍ପାଦିକା ସ୍ମୃତି ରେଖା ଦାସ, ବିନୋଦ ଦାସଙ୍କ ଉପସ୍ଥିତି ରେ ସ୍ମାରକ୍ ପତ୍ର ପ୍ରଦାନ କରିଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧-୧୨ ରେ ସଞ୍ଜୟ ଦାସ ବର୍ମା ବୈଷୟିକ ମନ୍ତ୍ରୀ […]Continue Reading
କଟକ,୨୧/୯ : ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି।ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୧୩/୯ : ଗୁରୁ ପୂଜା ହିନ୍ଦୁ ସଂସ୍କୃତି ର ଏକ ଦିବ୍ୟ ପରଙ୍ଗ ପରା ।ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବେପାରସାହି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ବହୁ ବ୍ରହ୍ମା କୁମାର ଓ କୁମାରୀ ମାନେ ସେମାନଙ୍କୁ ଦୀର୍ଘ ଦିନ ଧରି ଈଶ୍ଵରୀୟ ଜ୍ଞାନ ଦାନ ଦେଇ ଆସୁ ଥିବାରୁ ବିକେ ଝୂନୁ ଓ ବି କେ ପ୍ରତିମା ଭଉଣୀଙ୍କୁ ଉପହାର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ।ନିୟମିତ […]Continue Reading
By Barada Prasanna Das Cuttack , sept 12: A comment of the minister of centre on T.E. Ravenshaw made flutter across the state. The arguments for and against the issue opened the eyes of the conscious citizens of the state. The intellectuals link the cultural and academic history of the state with the establishment of […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୧/୯: ରେଭେନ୍ସାଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଯାୟୀ ତର୍କ ବିତର୍କ ଇତିହାସ ଲୋକଙ୍କ ଆଖି ଖୋଲିଦେଲା ।ମାତ୍ର ତା ପରବର୍ତ୍ତୀ ଅଧ୍ୟାୟ ୧୯୦୩ ଓ ୦୪ ରେ କଟକ ଇଦଗକ୍ଷ ପଡ଼ିଆ ରେ ମଧୁ ବାବୁ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଦୀର୍ଘ ୩୬ ବର୍ଷ ଆନ୍ଦୋଳନ ଚାଲୁ ହେବା ଓ ସେଠାରେ ପଟ୍ଟା ମିଳିବା ପରେ ମଧ୍ୟ ସ୍ମୃତି ମଣ୍ଡପ ଟିଏ ନିର୍ମାଣ ପାଇଁ ସରକାର ଭୁଲିଯିବା […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୮/୮ : ବରିଷ୍ଠ ସ୍ୱର୍ଗତଃ ବ୍ରହ୍ମା କୁମାରୀ ଦାଦି ପ୍ରକାଶ ମଣି ଙ୍କ ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପର୍ବ ବେପାରିସାହି ବ୍ରହ୍ମ। କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଯୋଗ କେନ୍ଦ୍ରରେ ସମାରୋହରେ ପାଳିତ ହୋଇଯାଇଛି କ୍ଷ ବି କେ ଝୁନୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।ବି କେ ନଗେନ୍ଦ୍ର ମୁଣ୍ଡ, ବି କେ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗଦେଇ ଦାଦି ପ୍ରକ।ଶ ମଣି ଙ୍କ ଅବଦାନ […]Continue Reading
କଟକ,୨୮/୮ : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ହେଲେ ଅରବିନ୍ଦ ଖଟୁଆ।ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ରେ ବରିଷ୍ଠ ଭାଜପା ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ Continue Reading




