କଟକ,୨୬/୮:ସିଏମ୍ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି। ସମୀକ୍ଷା କରି ପାରୁନାହାଁନ୍ତି।ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି।ଅନ୍ୟପକ୍ଷେ,ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଗଖଇ କହି ତାଚ୍ଛଲ୍ୟ କରିଛନ୍ତି ମେୟର। Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୫/୮: ଗୀତା ଜୀବନ ଦର୍ଶନ ର ଶାସ୍ତ୍ର ଅଟେ । ଏହାକୁ ଡ ରାଧାକ୍ରିଷ୍ଣନ୍, ମହାତ୍ମା ଗାନ୍ଧୀ,ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଭାରତ ର ବହୁ ସାଧୁ ସନ୍ୟାସୀ ଏବଂ ବିଶ୍ଵର ବିଶିଷ୍ଟ ବ୍ୟକ୍ତି ମାନେ ଶତାଧିକ ବ୍ୟାଖ୍ୟା କରିଛନ୍ତି ।ଶତାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ଵୀକୃତି ପାଇଛି । ତେଣୁ ଥିଙ୍କର୍ସ କ୍ଲବ ର ୧୩୨ ତମ ଆଭ।ସି ଆଲୋଚନା ୫୧୬୩ ତମ ଗୀତା ଜୟନ୍ତୀ ଓ ଶ୍ରୀଳ ପ୍ରଭୁପାଦଙ୍କ ୧୫୦ ତମ […]Continue Reading
କଟକ,୨୨/୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି।କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ […]Continue Reading
କଟକ,୨୧/୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି।ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍ ନିର୍ମାଣ କରିବାକୁ ପୂଜା କମିଟିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଏପରିକି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବାକୁ କମିଟିକୁ ଅନୁମତି ଦିଆଯାଇଛି।ଗୁରୁବାର ଜଷ୍ଟିସ ସଙ୍ଗମ Continue Reading
କଟକ, ୨୦/୮ : ପୋଲିସ ଘରେ ଅପରାଧି । ବାପା ପୁଲିସ ହେଲେ ପୁଅ ବ୍ରାଉନସୁଗାର ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ରେ କାର୍ୟ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ।ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ତୁଳସୀପୁର ପୁଲିସ କଲୋନିରେ ରହୁଥିବା ୧୯ ବର୍ଷୀୟ ଚନ୍ଦନ ବେହେରାଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ ।କଟକ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ଚନ୍ଦନ […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୮/୮: ରାଷ୍ଟ୍ରବାଦ,ସନାତନ ଧର୍ମ କୁ ମହଯୋଗୀ ଶ୍ରୀ ଅରବିନ୍ଦ ସମର୍ଥନ କରିଥିଲେ । ଜୀବନ ମୁକ୍ତି ସକାଶେ ସନାତନ ଧର୍ମ । ଏହାକୁ ପାଳନ କରିବାକୁ ହେବ ।ସେହି ଶାଶ୍ଵତ ଜ୍ୟୋତି କୁ ବିଶ୍ୱରେ ବିତରଣ କରିବାକୁ ହେବ । ଏକଦା ଭାରତ ବିଶ୍ଵ ଗୁରୁ ହେବ ବୋଲି ଶ୍ରୀ ଅରବିନ୍ଦ କହିଥିଲେ ।ଥିଙ୍କର୍ସ କ୍ଲବ ର ୧୩୧ ତମ ଆଭ।ସି ଆଲୋଚନାରେ ହରିଆଣା ରୁ ଡ ଶୁଭଶ୍ରୀ ସଂପଦା ମିଶ୍ର ବକ୍ତା […]Continue Reading
କଟକ, ୧୪/୮ : କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ୟ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ।ସୂଚନା ଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ବ୍ରହ୍ମପୁର ଛକଠାରୁ ଏକ ଖୋଲା ଜିପ୍ରେ ମୁଖ୍ୟମନ୍ତ୍ରୀ ହାତରେ Continue Reading
BY BARADA DAS CUTTACK, AUG 12: It was a moment of pride for the members of the Club to discuss in it’s 130th Webinar on the views of His Holiness, Swami Vivekananda on the Eternal Religion. (Sanatan Dharma) Shree Jagat Kishore Das, a scholar on the philosophy of Vivekananda and presently the President of “Swami […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୪/୮: ସ୍ବାମୀ ଶଙ୍କରାଚାର୍ଯ୍ୟଙ୍କ ମତରେ ଜତୋ ମତ ତତୋ ପଥ। ମଙ୍ଗଳା ଚରଣ,ଅନୁବନ୍ଧ ଚତୁଷ୍ଟାୟ,ଆସ୍ତିକ ନାସ୍ତିକ,ସଡ ଦର୍ଶନ,ପ୍ରକୃତି ପୁରୁଷ, ସାଂଖ୍ୟ ଦର୍ଶନ,ମୀମାଂସା,ଚିତ୍ତ ବୃତ୍ତି ନିରୋଧ ପାଇଁ ଯୋଗ,କୈବଲ୍ୟ ପ୍ରାପ୍ତି ଆମର ଲକ୍ଷ୍ୟ,ସଗୁଣ ନିର୍ଗୁଣ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ ମହଭୂତ, ପଞ୍ଚ ପ୍ରାଣ, ପଞ୍ଚ କୋଷ,ଅନ୍ତ କରଣ ଶୁଦ୍ଧି ଆଦି ବିଷୟରେ ଋଷିକେଶ ରୁ ରାମକୃଷ୍ଣ ମିଶନ ର ସ୍ବାମୀ ଶ୍ୟାମ।ନନ୍ଦ ସରଳ ଭାବେ ବୁଝାଇ Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୨୮/୭ : ବେଦ ମାନବ ସଭ୍ୟତା ର ପ୍ରଥମ ଶାସ୍ତ୍ର । ଏହି ପରମ ଗ୍ରନ୍ଥ ଅକ୍ଷୟ ବିଚାରର ମ।ନସରୋବର ।ବେଦ ଭାରତୀୟ ଧର୍ମ ସଂସ୍କୃତିର ପ୍ରାଣ । ଶ୍ରାବଣ ମାସ ଅତି ପବିତ୍ର ମାସ । ଥିଙ୍କର୍ସ କ୍ଲବ ର ୧୨୮ ତମ ଆଭ।ଶୀ ଆଲୋଚନା ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।ଲଣ୍ଡନ ରୁ ଡାକ୍ତର ଭାଗ୍ୟଶ୍ରୀ ସିଂହ ଆଲୋଚନା ଟିକୁ […]Continue Reading




