Home Posts tagged cuttack odisha (Page 6)
Feature
 By Barada Das  CUTTACK , SEP 29 : In our society, we accept certain things without question. These matters may be due to ignorance, tradition, religious dogma or social believes. The present society is based on knowledge. It is not possible to accept certain things without question. The modern thinking is based upon analysis, synthesis […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୯/୯ : ଆଜି ଵି ବୈଜ୍ଞାନିକ ମନୋବୃତି ବଦଳରେ ଅନ୍ଧ ବିଶ୍ୱାସ ସମାଜ କୁ ବହୁଭାବେ କବଳିତ କରି ରଖିଛି.।ବହୁ ଲୋକେ ଏହାର ଶିକାର ହୋଇଚାଲିଛନ୍ତି.। ଥୀଙ୍କର୍ଷ କ୍ଲବ ର ୧୩୬ ତମ ଆଭାସୀ ଆଲୋଚନାରେ ଶ୍ରୀ ସହଦେଵ ପାତ୍ର, ଋଷିକେଶ ର ସ୍ୱାମୀ ଶ୍ୟାମା ନନ୍ଦ, ଅଧ୍ୟ।ପକ ବି. ରାମଚନ୍ଦ୍ର, ଡ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର, ସୁବାସ ପଟ୍ଟନାୟକ, ବାଲ୍ମୀକି ନାୟକ ଆଲୋଚନାରେ ଅଂଶ ଗ୍ରହଣ କରି ସେମାନଙ୍କର […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ , ୨/୯: ନବରାତ୍ରି ଉପଲକ୍ଷେ ବକ୍ସିବଜ଼ାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବୈଜ୍ଞାନିକ, ଯନ୍ତ୍ରୀ ଓ ସ୍ଥପତି ମାନଙ୍କର ସ୍ୱତନ୍ତ୍ର ଯୋଗ ଭଟ୍ଟୀ ଶିବିର ଦିବା ୧୦ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତପୂର୍ବତନ ମୁଖ୍ୟଯନ୍ତ୍ରୀ ବିକେ ମୋହନ ଭାଇଙ୍କ ସଭାପତିତ୍ୱ ଓ ବିକେ ଝୁନୁ ଭଉଣୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପିତୃ ପୁରୁଷଙ୍କୁ ଶ୍ରକ୍ଷଦ୍ଧ ଦେବା ଉଦ୍ୟେଶ୍ୟରେ ଭୋଗ ଲଗାଯାଇ ଧ୍ୟାନ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୩/୯: ବକ୍ସିବଜାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଠାରେ ସକାଳ ୧୦ ଘଣ୍ଟାରୁ ୧୨ ଘ ପର୍ଯ୍ୟନ୍ତ ନବରାତ୍ର ପୂଜା ଉପଲକ୍ଷେ ନବଦିନ ବ୍ୟାପୀ ନିଷ୍ଠା ର ସହ ଧ୍ୟାନ ଶିବିର ଆଜି ଶୁଭାରମ୍ଭ ହୋଇଛି ।ବି କେ ଝୁନୁ ଭଉଣୀ ଙ୍କ ତତ୍ତ୍ଵାବଧାନରେ ଏବଂ ବି କେ ଆନନ୍ଦ ଙ୍କ ସଂଯୋଜନାରେ ଧ୍ୟାନ ଓ ଆଜିର ମୁରଲୀ ବିସୟ ରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବି […]Continue Reading
Odisha News Ollywood News
କଟକ, ୧୬/୯ : ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ନେଇ ଭର୍ତ୍ତି, ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ବୁଦ୍ଧାଦିତ୍ୟ ମହାନ୍ତି, ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ; ଦେହ ଖରାପ ପାଇଁ ସୁଟିଂ ବନ୍ଦ କରିବାକୁ ପଡ଼ିଲା । ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଛିବିଭିନ୍ନ ପରୀକ୍ଷା ହୋଇଛି। ଆଉ କିଛି ପରୀକ୍ଷା ହେବ।ତେବେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାଁନ୍ତି Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୫ /୯ : ହିନ୍ଦୁ ବିଶ୍ଵାସରେ ଶ୍ରୀଗଣେଶ ସର୍ବ ଅଗ୍ରେ ପୂଜା ପାଇଥାନ୍ତି । କୌଣସି ଶୁଭ କାର୍ଯ୍ୟ ଆରମ୍ଭ ରେ ତାଙ୍କୁ ଉପାସନା କରାଯାଇଥାଏ ।ସେ ସମସ୍ତ ବାଧା ଦୁରକରନ୍ତି ।ତେଣୁ ତାଙ୍କୁ ବିଘ୍ନ ବିନାଶକ,ଗଣପତି,ବିନାୟକ,ଗଜାନନ,ଏକଦନ୍ତ ଓ ମୋଦକ୍ ପ୍ରିୟ କୁହାଯାଏ ।ଗଣେଶ ଜନ୍ମ ନାଟକ ବେତାର ,ଟିଭି ଓ ମଞ୍ଚ ରେ ତାଙ୍କ ବିଷୟ ବେଶ୍ ପ୍ରଚାରିତ ଓ ପ୍ରସାରିତ । ମାତ୍ର ଶ୍ରୀଗଣେଶ ତତ୍ତ୍ଵ ସମ୍ପର୍କରେ ବହୁ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୧୫/୯ : କଟକ ବରିଷ୍ଠ ନାଗରିକ ମହାସଭା ର ଏକ ବିଶେଷ ଅଧିବେଶନ ପଣ୍ଡା ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।୨୫୦୦ ବର୍ଷର ଗୌରବମୟ ସହରର ପାର୍ବଣ ରେ ସଂଯମତା ବିଷୟରେ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଲୋକ ସେବକ ମଣ୍ଡଳ ର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଏ ଉଦ୍ୟମ କୁ ପ୍ରଶଂସା କରି କହିଲେ ଯେ ଭାଇ ଚାର। ର ସହର […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧/୯ : ମନ ଓ ବୁଦ୍ଧି କୁ ଯିଏ ଭଗବାନ ଙ୍କ ଠାରେ ଅର୍ପଣ କରେ ତାର ମନ ପବିତ୍ର ଓ ବୁଦ୍ଧି ବିସ୍ତାରିତ ହୁଏ । ସବୁବେଳେ ସନ୍ତୋଷ ରହିବ ଭଲ ।ଭକତ ଭାବରେ ଭଗବାନ ବନ୍ଧା ବୋଲି ଥିଙ୍କର୍ସ କ୍ଲବ ର ୧୩୩ ତମ ଆଭ।ସି ଆଲୋଚନାରେ ଯୋଗଦେଇ ବକ୍ତା ଆଚାର୍ଯ୍ୟ ଜଗତ କୁମାର ଦାସ ଓ ଋଷିକେଶ ର ସ୍ବାମୀ ଶ୍ୟାମ। ନନ୍ଦ ପ୍ରକାଶ କରିଛନ୍ତି ।କୃଷ୍ଣ ସୁଦାମା […]Continue Reading
Odisha News
କଟକ, ୨୭/୮ : କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।ରେଳୱେ ପକ୍ଷରୁ କୁହାଯାଇଛି ଯେ,ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି । ଅପରାହ୍ନ ୩ଟା ୪୫ରେ ଘଟିଛି ଏହି ଅଘଟଣ। ଟ୍ରାକ୍ ୧ ଓ […]Continue Reading