Home Posts tagged cuttack odisha (Page 5)
Odisha News
କଟକ, ୮/୧୧: ଆଜିଠୁ ଆରମ୍ଭ ହେବ ମାଟ୍ରିକ ଫର୍ମ ପୂରଣ। ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନ ଜରିଆରେ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଏଥିପାଇଁ ଫର୍ମ ପୂରଣ କରିବେ। ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର‌୍ୟ୍ୟ କରାଯାଇଛି।ସୂଚନାଯୋଗ୍ୟ ମାଟ୍ରିକ Continue Reading
Odisha News
ଆଠଗଡ଼, ୪/୧୧ : ବାବା ଧବଳେଶ୍ଵରଙ୍କ ପୀଠରେ ବିତରଣ ହେଲା ଗଜ ଭୋଗ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ ।ଗତକାଲି ମଧ୍ୟରାତ୍ରୀରେ ମନ୍ଦିରର ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁର୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ସେବାୟତ ଗଜଭୋଗ ଲାଗି କରିଥିଲେ । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା ।ପୀଠରେ ଉଜାଗର […]Continue Reading
Odisha News
ନରସିଂହପୁର,୧୧/୩ : କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ବୋଲି ଜଣାପଡିଛି।ମିଳିଥିବା ସୂଚନା ମୁତବକ, ୨ଜଣ ନାବାଳକଙ୍କ ସହ ଜଣେ ନାବାଳିକା ପାଇଖାନା ଟାଙ୍କି ପାଖରେ ଖେଳୁଥିଲେ। ହେଲେ ଅସାବଧାନ ଯୋଗୁ ଗୋଡି ଖସି ୩ଜଣ ଶିଶୁ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ। […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୩/୧୧ : କଟକ ଐତିହାସିକ ୩୦୦୦ ବର୍ଷର ବାଲିଯାତ୍ରା ରେ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଓଡ଼ିଆ ଭାଷା କୁ ପ୍ରଚାର ପ୍ରସାର ପାଇଁ ଥିଙ୍କର୍ଷ କ୍ଲବ ତରଫରୁ ବରଦା ଦାସ ଦୁଇଟି ପୁସ୍ତକ ଦାନ କେନ୍ଦ୍ରରେ ଏକଶତ ପନ୍ଦର ପୁସ୍ତକ ପତ୍ରିକା ସ୍ମରଣିକା ଆଦି ପ୍ରଦାନ କରିଛନ୍ତି।ଜିଲ୍ଲା ପ୍ରଶାସନ ର ଏ ଅଭିନଵ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଥିଙ୍କର୍ଷ କ୍ଲବ ସଭାପତି ବରଦା ଦାସ ଜଣାଇ ଛନ୍ତି।ଏହାଦ୍ୱାରା ଗରିବ ମେଧାବୀ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ , ୩/୧୧: ବିଶ୍ୱ ଓଡ଼ିଆ ମାନଙ୍କ ନିମନ୍ତେ ଅନ ଲାଇନ ରେ ଥିଙ୍କର୍ଷ କ୍ଲବ ର ୧୩୭ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ଦର୍ଶନ ଅଧ୍ୟାପକ ପ୍ରଫେସର ଧନେଶ୍ୱର ସାହୁ ଜୀବନ ଜିଜ୍ଞାସା ମୂଳକ ୨୦ ଟି ପ୍ରଶ୍ନ ଯଥା ସୃଷ୍ଟିଚକ୍ର, ପରିବାର ନିୟନ୍ତ୍ରଣ, ଜ୍ୟୋତିଷ, ଭାଗ୍ୟ, ପୁନର୍ଜନ୍ମ, ସୁକ୍ଷ୍ମଜଗତ, ଭଗବାନ ଙ୍କ ଅସ୍ତିତ୍ବ ଅବତାର, ପିଣ୍ଡ ବା ଶ୍ର।ଦ୍ଧ, ରତ୍ନ ଓ ରୁଦ୍ରାକ୍ଷା, ଅନ୍ଧବିଶ୍ୱାସ ଆଦି ବିଷୟରେ ଚମତ୍କାର Continue Reading
Odisha News
କଟକ, ୨/୧୧: ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ । ୭୫ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରୁଚି କମ୍ପାନୀର ପ୍ରତିଷ୍ଠାତା ଥିଲେ ଶରତ ଚନ୍ଦ୍ର ସାହୁ।ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ‘ରୁଚି’ ଶିଳ୍ପୋଦ୍ୟୋଗ। ଏହାର ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ସୁପରିଚିତ ନାଁ । ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି […]Continue Reading
Odisha News
କଟକ , ୧/୧୧ : ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ମାସର ପଞ୍ଚକ ଓ ବଡଓଷା ଯାତ୍ରା । କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଵା ଲାଗି କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପ୍ରଯ୍ୟନ୍ତ ବ୍ୟାରିକେଡ, ୩୨ ଟି ସ୍ଥାନରେ ସିସିଟିଭି ଲଗାଯିବ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୦/୧୦: ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବେପାରୀସାହି ଶାଖା ରେ ପ୍ରତିଷ୍ଠା ଦିବସ ଓ ଦୀପାବଳି ଉପଲକ୍ଷେ ଦୀପ ପ୍ରଜ୍ବଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସମାଜ ପ୍ରକାଶକ ଶ୍ରୀ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରମାତ୍ମା ଙ୍କ ଇଙ୍ଗିତ ରେ ସୃଷ୍ଟି ପରିଚାଳିତ ଓ ତାଙ୍କରି ଇଛାରେ ମାନବ ସମାଜ ସେବାରେ ନିୟୋଜିତ ହୋଇଥାଏ ବୋଲି ପ୍ରକାଶ କରିଥିଲେ।ବି କେ ପ୍ରଭାସ, ସବିତା, କବିତା, ଶରତ, ରମେଶ ଭାଇ Continue Reading
Odisha News
କଟକ, ୭/୧୦ : ଐତିହାସିକ କଟକ ସହରରେ ଆଜି ସନ୍ଧ୍ୟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ଉଠିଛି। କଟକ ସହରରୁ ଇଣ୍ଟରନେଟ୍ କଟକଣା ଉଠିବା ପରେ ମୋବାଇଲ ଓ ଅନ୍‌ଲାଇନ୍ ଉପରେ ନିର୍ଭରକରୁଥିବା ଲୋକେ ଖୁସି ଦେଖାଯାଉଛନ୍ତି।କଟକରେ ଇଣ୍ଟରନେଟ୍ ସେବାକୁ ସ୍ବାଭାବିକ କରିଦିଆଯାଇଛି। ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଇଣ୍ଟରନେଟ୍ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ଗୋଷ୍ଠୀ ବିବାଦ Continue Reading
Odisha News
କଟକ , ୩/୧୦ : ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍ ମାରିବା ଘଟଣାରେ କମିଶନରେଟ ପୋଲିସ ଫଟୋ ଜାରି କରିଛି । ଏହା ସହିତ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ।କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଉଭୟ ବିହାର ମୂଳବାସିନ୍ଦା ଅଟନ୍ତି । ରାଜା ସାହାଣୀର (ପିତା-ମହେଶ ସାହାଣୀ) ଘର ବିହାର ବେଗୁସରାୟ ଜିଲ୍ଲା ଅନ୍ତର୍ଗତ ମୁଫସିଲ ଥାନା ଲୋହିଆ […]Continue Reading