
ବାରଙ୍ଗ, ୧/୧୨ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ସାମନାକୁ ଆସିଛି ଦୁଃଖଦ ଖବର । କଟକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି।ସୂଚନା ଅନୁସାରେ ଶନିବାର ସଂଧ୍ୟା ସମୟରେ ଅଭିଯୁକ୍ତ ଗୋବର୍ଦ୍ଧନଙ୍କ ଘରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ହଠାତ ତାଙ୍କ ଘରୁ ବଡ ପାଟିରେ ଚିକ୍ରାର ଶୁଣାଯାଇଥିଲା । ଯାହା […]Continue Reading