କଟକ,୧୦/୧୨: ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ଜେଜେଙ୍କୁ ହତ୍ୟା କରି ଜେଜେମାଆଙ୍କୁ ଗୁରୁତର କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ।ଏହି ଘଟଣାରେ କେବଳ ଟଙ୍କା ଓ ସୁନା ପାଇଁ ନାତି ଓମ୍ ପ୍ରକାଶ ମୁଦୁଲି ତାର ଜେଜେ ହୃଷିକେଶ ମୁଦୁଲିଙ୍କୁ ହତ୍ୟା କରିଛି। ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି।ଜେଜେ ଓ ଜେଜେମା କନକଲତା ମୁଦୁଲି ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋରି ଉଦ୍ଦେଶ୍ୟରେ Continue Reading
କଟକ,୨୨/୧୧: ରାତିପାହିଲେ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ୍ ଖୋଲାଯିବ।ଚଳିତବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ। Continue Reading
କଟକ,୨୨/୧୧: ASO ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଏଥିସହ ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିବା ପରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ।ଏନେଇ ଆଜି ଏକ ସାମ୍ବାଦକି ସମ୍ମିଳନୀରେ ସେ କହିଛନ୍ତି, ଫାଇନାଲ ରେଜଲ୍ଟ ପରେ ହିଁ ମାର୍କସିଟ୍ ଓ ଉତ୍ତର ଅପଲୋଡ୍ […]Continue Reading

କଟକ, ୨/୧୧: କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍ ମିଳିଛି। ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।ଏହି ଅଭିଯୁକ୍ତଙ୍କ ପରିଚୟ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ। ତାଙ୍କୁ ମିଳିଥିବା ଜାମିନ୍ର ସର୍ତ୍ତ ଅନୁସାରେ, ପୋଲିସକୁ ନଜଣାଇ ସେମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା Continue Reading
କଟକ,୩୧/୧୦:ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବା ଯାଞ୍ଚ ପରେ Continue Reading

କଟକ, ୨୧/୧୦: ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍ ପ୍ରତ୍ୟାହୃତ ହୋଇଛି।ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍ ଜାରି କରିଥିଲେ। କର୍ତ୍ତୃପକ୍ଷ ସେଥିରେ ଦର୍ଶାଇଥିଲେ, ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ। ଏହାଛଡ଼ା କୌଣସି ଛାତ୍ରଛାତ୍ରୀମାଦେ ହିଂସାତ୍ମକ Continue Reading

କଟକ,୧୯/୧୦: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି । ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଥିବାବେଳେ ଏବେ ତାଙ୍କର ବିଧାୟକ ପଦ ବଜାୟ ରହିଛି ।ଆସନ୍ତା ଫେବୃୟାରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ।ସୂଚନାଯୋଗ୍ୟ, ଗତମାସ ୨୯ ତାରିଖରେ ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍ଡିସି) ଦୁର୍ନୀତି ମାମଲାରେ ସ୍ବତନ୍ତ୍ର Continue Reading
କଟକ,୧୫/୧୦: କଟକରେ ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ମିଳିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ।ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ କୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତ୍ତି […]Continue Reading

କଟକ,୨୭/୯: କଟକ ବାଲିଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ୯ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ । ନଭେମ୍ବର ୮ରୁ ୧୬ ପର୍ଯ୍ୟନ୍ତ ହେବ ବାଲିଯାତ୍ରା । ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ ହେବା ନେଇ ସୂଚନା ମିଳିଛି ।ସୂଚନା ଥାଉକି ସେପ୍ଟେମ୍ୱର ୨୩ ତାରଖରେ ଯାତ୍ରା ପରିସର ୩୪ ଏକର ଜାଗା ଭିତରେ ସୀମିତ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ […]Continue Reading

କଟକ, ୨୫/୯ : ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କଟକ ପୋଲିସ ।ଖବର ଅନୁଯାୟୀ, କିଛି ଦିନ ତଳେ ଓଡିଶାରେ ନକଲି ଔଷଧ କାରବାର ନେଇ ସୂଚନା ପାଇଥିଲା ପୋଲିସ । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ […]Continue Reading