Home Posts tagged cuttack odisha (Page 10)
Odisha News Ollywood News
କଟକ,୩୦/୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ।ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ […]Continue Reading
Odisha News
କଟକ, ୨୮/୧: ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ହୁସେନ ରବି ଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।ହୁସେନ ରବି ଗାନ୍ଧୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲି ଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।ସେ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଭାବେ କାର୍ଯ୍ୟ Continue Reading
Odisha News
କଟକ,୨୭/୧:ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ଆଜି ଅପରାହ୍ନରେ ଏପରି ଘଟଣା କଟକରେ ଘଟିଛି। ମାତ୍ର କେଉଁ କାରଣରୁ ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ଯୁବତୀ ଜଣକ କଟକ ହରିଣ ପାର୍କ ନିକଟରେ ଥିବା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ Continue Reading
Odisha News
ନିଶ୍ଚିନ୍ତକୋଇଲି,୨୭/୧: କଟକ-କେନ୍ଦ୍ରପଡ଼ା ରାସ୍ତାର କଟିକଟା ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟର ଖବର ମିଳିଛି। ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଥିବା କ୍ରୀଷ୍ଣା ଜୁଏଲର୍ସରୁ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଓ ରୁପା ଲୁଟି ନେଇଛନ୍ତି ଦୁର୍ବୃତ୍ତ।ଏନେଇଥାନାରେ ଲିଖିତ ଅଭିଯୋଗ କରିଛନ୍ତି କ୍ରୀଷ୍ଣା ଜୁଏଲର୍ସର ମାଲିକ ସତ୍ୟଜିତ ସାହୁ।ଅଭିଯୋଗ ଅନୁଯାୟୀ ରାତି ୧ଟା ୧୫ରୁ ୨ଟା ୧୫ ଭିତରେ ପ୍ରାୟ ୭/୮ ଜଣ Continue Reading
Odisha News
କଟକ,୨୫/୧ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା।ଅକ୍ଲାନ୍ତଙ୍କର ଲିଭରରେ ସମସ୍ୟା ଥିଲା। ଏଥିପାଇଁ ସେ ମାସେ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହଠାତ୍ ଗତକାଲି ରାତିରେ ତାଙ୍କ Continue Reading
Odisha News
କଟକ,୨୪/୧ : କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ଦେହ ବେପାର। କୌଣସି ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନା ପୁଲିସ୍ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍ ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ। ଏହି ମାମଲାରେ ପୁଲିସ୍ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍।ଚଢ଼ଉ ସମୟରେ […]Continue Reading
Odisha News
କଟକ,୧୬/୧: ନିଜର ୩ ବର୍ଷର ଛୁଆକୁ ମାରି ଆତ୍ମହତ୍ୟା କଲା ମାଆ। କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ି ଦେଇ ଝୁଲିପଡ଼ିଛନ୍ତି।ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି।ଏହାସହ ତଦନ୍ତ ଜାରି ରଖିଛି ପୁଲିସ। ତେବେ ଘଟଣା ପଛର କାରଣ ଜଣାପଡ଼ିନାହିଁ । ମିଳିଥିବା ସୂଚନା […]Continue Reading
Odisha News
କଟକ,୧୫/୧: ମୟୂରଭଞ୍ଜ ଜିଲ୍ଲା ଆନ୍ତରାଜ୍ୟ ସୀମା ଝାରପୋଖରିଆ ଥାନା ଅଧୀନ ଜାମଶଳାରେ ଗୁଳି ଫୁଟି ଜଣେ ଆହତ ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଓଁକାର ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି।ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ଅଣା ଯାଇଛି। ତେବେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।ଉକ୍ତ Continue Reading
Odisha News
କଟକ,୧୧/୧: ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ । ବିଶ୍ୱକପ ହକିର ଉଦ୍ଘାଟନୀ ଉତ୍ସବ ନିମନ୍ତେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି ।ଆସନ୍ତା ୧୩ରୁ ୨୯ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍ । ଏହି କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଅନ୍ୟ କିଛି ରାଜ୍ୟର ଅତିଥି Continue Reading
Odisha News
କଟକ,୬/୧: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମାମଲାର ତଦନ୍ତ ୩ ମାସ ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସ୍ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ମାୟା ନଗରୀ ମୁମ୍ୱାଇରେ ମଡେଲିଂ କରୁଥିଲେ ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ମହାମାରୀ କରୋନା ପାଇଁ ସେ ଘରକୁ ଫେରି ଆସିଥିଲେ। ସେ ଭୁବନେଶ୍ୱର ନନ୍ଦନ ବିହାର ପ୍ଲଟ୍ ନମ୍ୱର ଖଓଏ ୧୦୦ରେ ରହୁଥିଲେ।ଭୁବନେଶ୍ୱରରେ Continue Reading