Home Posts tagged cuttack odisha
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୨୦/୧: ସମ୍ବିଧାନ ଦିବସ ନଭେମ୍ବର ୨୬ ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ସଭା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ।ଏଥିପାଇଁ କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆନୁକୁଲ୍ୟରେ ଏକ ଆଭାସୀ ଆଲୋଚନା କୁ ରାଜ୍ୟ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ଶ୍ରୀ ସୁଦର୍ଶନ ନାୟକ ଉଦଘାଟନ କରି ସମ୍ବିଧାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ କହିଥିଲେ ।ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୨୩/୧୨: ଭାରତ ବିଶ୍ବରେ ପଞ୍ଚମ ଶକ୍ତି ଭାବେ ସୁପରିଚିତ । ବୃହତ୍ତ ଶକ୍ତି କହିଲେ ବୁଝାଏ ସେହି ଦେଶର ସାମରିକ,ଆଣବିକ,ଅର୍ଥନୈତିକ ଓ ରାଜନୈତିକ ଶକ୍ତି କୁ ବୋଲି ବିଶିଷ୍ଟ ଅବସର ପ୍ରଶାସକ ବିବେକ ପଟ୍ଟନାୟକ ମତ ଦେଇଛନ୍ତି ।ଥିଙ୍କର୍ସ କ୍ଲବ ର ୧୦୯ ତମ ଆଭାଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଭାରତ ଓ ବୃହତ୍ତ୍ ଶକ୍ତି ବିଷୟରେ ତାଙ୍କର ନିଜସ୍ଵ ମତ ରଖି ଆଲୋଚନା କରିଥିଲେ ।ଡ ନନ୍ଦ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୬/୧୨ : ଉପନିଷଦ ର ଆଖ୍ୟରିକ ଅର୍ଥ ହେଲା ଗୁରୁଙ୍କ ଅତି ନିକଟରେ ବା ପାଦ ତଳେ ବସି ଶିଷ୍ୟ ର ଜ୍ଞାନ ଆହରଣ । ଥିଙ୍କର୍ଶ କ୍ଲବ ର ୧୦୮ ତମ ଆଭାସି ଆଲୋଚନା ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଡାକ୍ତର ଗୋପାଳ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭଗବତ ଗୀତାରେ ଉପନିଷଦ ରହସ୍ୟ ବିଷୟରେ ସାର ଗର୍ଭକ ଆଲୋଚନା କରିଥିଲେ ।ଉପନିଷଦ ଜୀବନ […]Continue Reading
Odisha News
କଟକ, ୮/୧୨: କଟକରେ ଡ୍ରେନ କାମ ବେଳେ ଅଘଟଣ ଘଟିଛି। କଟକର ବିଡାନାସୀରେ ଅଭାବନୀୟ ଘଟଣା ଘଟିଛି। ଡ୍ରେନ ମରାମତି କାମ ଚାଲିଥିଲା ବେଳେ କାନ୍ଥ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ୫ ଜଣ ଶ୍ରମିକ କାମ କରୁଥିଲେ। ଏହି ସମୟରେ ହଠାତ ଡ୍ରେନ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇଯାଇଥିଲେ ଜଣେ ଶ୍ରମିକ। ଉଦ୍ଧାର ପରେ […]Continue Reading
Odisha News
କଟକ, ୬/୧୨: ଯେଉଁ ବାପା ଦିନେ ଜନ୍ମ ଦେଇଥିଲେ, ସେହି ବାପା ଆଜି ପୁଅର ଜୀବନ ନେଇ ଯାଇଛି । ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ବୋହୂ ପରେ ଆଖି ବୁଜିଛି ପୁଅ । କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ମୃତ ପୁଅଙ୍କ ନାମ ଦୀନବନ୍ଧୁ ରାଉତ । ୬ ଦିନ ତଳେ ତାଙ୍କ ସ୍ତ୍ରୀ ସସ୍ମିତା ରାଉତଙ୍କର ମୃତ୍ୟୁ ହୋଇସାରିଛି ।ଗତ ନଭେମ୍ବର ୩୦ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୩/୧୨: ବିଶ୍ଵ ରେ କେହି ମୂରବୀ ନ ଥିବାରୁ ଆଜି କେହି କାହା କଥା ମାନିବାକୁ ରାଜି ନୁହେଁ। କିଛି ରାଷ୍ଟ୍ର ନେତା ସେମାନଙ୍କ ଜିଦ୍ ରେ ଅଟଳ ରହୁଥିବାରୁ ଯୁଦ୍ଧ ଲାଗି ରହିଛି । କୌଣସି ସମାଧାନ ହୋଇପାରୁନି ।ଫଳରେ ସେ ସବୁ ରାଷ୍ଟ୍ରରେ ଶାନ୍ତି ବ୍ୟାହତ ହୋଇଛି ବୋଲି ଥିଙ୍କର୍ଷ କ୍ଲବ ର ୧୦୭ ତମ ଆଭାସି ଆଲୋଚନାରେ ବହୁ ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି ।ଅବସର ବିଶିଷ୍ଟ ପ୍ରଶାସକ ବିବେକ […]Continue Reading
Odisha News
ବାରଙ୍ଗ, ୧/୧୨ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ସାମନାକୁ ଆସିଛି ଦୁଃଖଦ ଖବର । କଟକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି।ସୂଚନା ଅନୁସାରେ ଶନିବାର ସଂଧ୍ୟା ସମୟରେ ଅଭିଯୁକ୍ତ ଗୋବର୍ଦ୍ଧନଙ୍କ ଘରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ହଠାତ ତାଙ୍କ ଘରୁ ବଡ ପାଟିରେ ଚିକ୍ରାର ଶୁଣାଯାଇଥିଲା । ଯାହା […]Continue Reading
Odisha News
କଟକ, ୧୯/୧୧ : ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଆଉ ଦିନଟିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବାଲିଯାତ୍ରା ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ।ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ Continue Reading
Odisha News
କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା […]Continue Reading
Odisha News
କଟକ, ୭/୧୧ : ଐତିହାସିକ ବାଲିଯାତ୍ରା ନେଇ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି।ହାଇକୋର୍ଟ କହିଛନ୍ତି ଯେ, ବାଲିଯାତ୍ରାରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ ପାଇଁ Continue Reading