Home Posts tagged Cuttack-Bhubaneswar
Odisha News
ଭୁବନେଶ୍ୱର,୧୩/୮: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବିଶେଷ କରି କଟକ-ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷାରେ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି ଏବଂ ବନ୍ୟା ଆଶଙ୍କା ବଢ଼ି ଯାଇଛି । ଏନେଇ ଶନିବାର ଦିନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ଏହାଛଡ଼ା Continue Reading
Seo wordpress plugin by www.seowizard.org.