Home Posts tagged cow act
Odisha News
ଜୟପୁର,୧୮/୪: ରାଜସ୍ଥାନ ସରକାରଙ୍କ ନୂଆ ଆଇନ୍ । ସହରରେ ଗାଇ ରଖିବା ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିଛନ୍ତି ସରକାର । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି। ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହି ଟ୍ୟାଗରେ ମାଲିକଙ୍କ ନାମ, ମୋବାଇଲ୍ ନମ୍ବର ରହିବା ଆବଶ୍ୟକ ।ଯଦି ଗାଈଗୁଡ଼ିକ ରାସ୍ତାରେ ବୁଲୁଥିବାର ଦେଖାଯାଏ, ତେବେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ । ସହରାଞ୍ଚଳରେ ୧୦୦ ବର୍ଗ […]Continue Reading
Seo wordpress plugin by www.seowizard.org.