Home Posts tagged covid cases
Odisha News
ଭୁବନେଶ୍ୱର,୧୪/୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି। ସୀମାବର୍ତ୍ତୀ ଜିଲାରେ ସତର୍କ କରାଇଛୁ। ଆଗକୁ କେନ୍ଦ୍ର ସରକାର ଯାହା ପରାମର୍ଶ ଦେବେ କାର୍ଯ୍ୟକାରୀ କରାଯିବ। ପୁରୀ ରଥଯାତ୍ରା ପାଇଁ ୨୦୦ ଡାକ୍ତର ନିୟୋଜିତ ଅଛନ୍ତି।ପାରା ମେଡିକାଲ ଷ୍ଟାଫ ଓ ଆଇସିୟୁ ସହ ମେଡିସିନ ବ୍ୟବସ୍ଥା Continue Reading