Home Posts tagged covid-19 pandamic
Odisha News
ଭୁବନେଶ୍ବର,୭/୭: ପୁଣି ଡ଼ରାଇଲାଣି କରୋନା ସଂକ୍ରମଣ । ଗୋଟିଏ କଲେଜରୁ ୨୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରିନ୍ସପାଲ ସୂଚନା ଦେଇଛନ୍ତି। କଲେଜରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଆଗାମୀ ୭ ଦିନ ପାଇଁ ପାଠପଢ଼ା ବନ୍ଦ ସହ ହଷ୍ଟେଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ସୂଚନା ଅନୁସାରେ ଅଡ଼ସପୁରସ୍ଥିତ ଉଦୟନାଥ ମହାବିଦ୍ୟାଳୟରେ ଆଜି ପୁଣି ୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଓ ସୋମବାର ଦିନ ୨୦ ଜଣ Continue Reading
Seo wordpress plugin by www.seowizard.org.