Home Posts tagged coronavirus pandemic (Page 20)
Odisha News
ଖୋର୍ଦ୍ଧା,୧୨/୭: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସ୍‌ଏଫ୍ କ୍ୟାମ୍ପ୍ରେ ୨ଜଣ ଯବାନଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍ରେ ଥିଲେ। ସ୍ୱାବ୍ ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛଇ। ତେଣୁ କ୍ୟାମ୍ପ Continue Reading
Odisha News
ଭୁବନେଶ୍ୱର,୧୨/୭: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକଙ୍କର କରୋନାରେ ମୁତ୍ୟୁ ହୋଇଛି ।ମୃତକ ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ। କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ରାତିରେ ତାଙ୍କର ପରାଲୋକ ହୋଇଛି। ଗତ କିଛି ଦିନ ଧରି ସେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରୀୟଦର୍ଶୀ ପଟ୍ଟନାୟକ Continue Reading
Odisha News
କମ୍ଭୁ ଧର ଖେତୀବୌଦ୍ଧ,୧୧/୭: ଶନିବାର ଦିନ ହରଭଙ୍ଗା ବ୍ଲକ୍ ଝାଡ୍ରାଜିଙ୍ଗ ଓ ଠିଡିକାଜୋର୍ ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉଭୟ ଗ୍ରାମକୁ ସିଲ କରାଯିବା ସହ ସମସ୍ତ ପ୍ରବେଶପଥରେ ପୋଲିସ୍ ମୁତୟନ କରାଯାଇଛି । କେବଳ ଜାତୀୟ ରାଜପଥ ନମ୍ବର୍ ୫୭ରେ ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଂଚାୟତ ଝାଡ୍ରାଜିଙ୍ଗ ଗ୍ରାମର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା Continue Reading
Odisha News
ସ୍ୱାଗତିକା ଭୂତିଆ ଙ୍କ ରିପୋର୍ଟ ଢେଙ୍କାନାଳ,୧୧/୭: ରାଜ୍ୟରେ ୮ଟି ଜିଲ୍ଲାକୁ ଢେଙ୍କାନାଳ ପ୍ରବେଶ ଉପରେ ରୋକ ଲାଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ, ଗଜପତି, ଖୋଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଓ ଅନୁଗୁଳ ଲୋକଙ୍କ ଢେଙ୍କାନାଳ ଆସିପାରିବେ ନାହିଁ ।କରୋନା ସଂକ୍ରମଣ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ଢେଙ୍କାନାଳ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଞ୍ଚି ଥିଲାବେଳେ ସେଥିମଧ୍ୟରୁ ୭୮ଜଣ Continue Reading
Odisha News
ଭୁବନେଶ୍ବର,୧୧/୭: ଶନିବାର ଦିନ ରାଜ୍ୟରେ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସୁସ୍ଥ ହୋଇଥିବା ୩୮୮ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୮୭, ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡ଼ରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୧, ଅନୁଗୁଳରୁ ୮, କେନ୍ଦ୍ରାପଡ଼ାରୁ ୬, ଗଜପତି ଏବଂ ଝାରସୁଗୁଡାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବରଗଡ଼, Continue Reading
Odisha News
ଭୁବନେଶ୍ବର,୧୧/୭: ରାଜ୍ୟରେ ଆଉ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୮୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ ଜଣ ଲେଖାଏଁ Continue Reading
Odisha News
ଭୁବନେଶ୍ବର,୧୧/୭: ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରୁ ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର. କଟକ ଓ ପୁରୀ ଜିଲ୍ଲାର ଜଣେ ଲେଖାଏଁ ଓ ଭୁବନେଶ୍ବରର ଜଣେ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି।ପୁରୀ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ […]Continue Reading
Odisha News
ଭୁବନେଶ୍ୱର,୧୦/୭: ରାଜ୍ୟରେ ପୁଣି କରୋନାରେ ସୁସ୍ଥ ହେଲେ ୫୬୫ ଜଣ । ମୋଟ ୭୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।ସୁସ୍ଥ ହୋଇଥିବା ୫୬୫ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୮୫ଜଣ, ରାୟଗଡ଼ାରୁ ୮୫ଜଣ, ବଲାଙ୍ଗୀରରୁ ୪୫ଜଣ, କଟକରୁ ୩୨ଜଣ, ମାଲକାନଗିରିରୁ ୩୦ଜଣ, ବରଗଡ଼ରୁ ୨୪ଜଣ, ସୁନ୍ଦରଗଡ଼ରୁ ୨୪ଜଣ, ଅନୁଗୁଳରୁ ୨୩ଜଣ, ବାଲେଶ୍ବରରୁ ୧୭ଜଣ, ଜଗତସିଂହପୁରରୁ ୧୭ଜଣ, ଖୋର୍ଦ୍ଧାରୁ ୧୫ଜଣ, ଯାଜପୁରରୁ ୧୩ଜଣ, Continue Reading
Odisha News
ଭୁବନେଶ୍ବର୧୦/୭: ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି ।ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୪୭୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୪୦୭ […]Continue Reading