ଭୁବନେଶ୍ୱର,୨୭/୭: ସୋମବାର ଦିନ ରାଜ୍ୟରୁ ଆଉ ୫୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି।ଗଞ୍ଜାମ ଜିଲ୍ଲାରୁ ୧୬୦ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭୭ଜଣ, ଗଜପତି ଜିଲ୍ଲାରୁ ୪୩ ଜଣ, କଟକ ଜିଲ୍ଲାରୁ ୩୪ଜଣ, ମାଲକାନଗିରି ଜିଲ୍ଲାରୁ ୩୨ଜଣ, ବରଗଡ଼ ଜିଲ୍ଲାରୁ ୨୫ଜଣ, ଭଦ୍ରକ ଜିଲ୍ଲାରୁ ୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, ଅନୁଗୁଳ ଜିଲ୍ଲାରୁ ୧୭ଜଣ, Continue Reading
ବୈାଦ୍ଧ,୨୭/୭: ବୈାଦ୍ଧ ଜିଲ୍ଲାରେ ସୋମବାର ଦିନ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜିଲ୍ଲା ବାହାରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ମାସ୍କ ଲଗାଇବା, ସାମାଜିକ ଦୂରତା ବଜାଇ ରଖିବା, ହାତକୁ […]Continue Reading
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ ବୈାଦ୍ଧ,୨୭/୭: ବୈାଦ୍ଧ ଜିଲ୍ଲାରୁ ସୋମବାର ଦିନ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସହରର ବ୍ରାହ୍ଣଣ ସାହିର ମା ଓ ଝିଅ ୨ ଜଣ, ପୋଡାପୋଡାରୁ ଜଣେ ଓ ବୁଟୁପାଲିରୁ ଜଣେ ଓ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମସ୍ତ ଆକ୍ରାନ୍ତ ଗତ ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ […]Continue Reading
କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ ବୌଦ୍ଧ,୨୬ା୭:ଓଡ଼ିଶାର ବୌଦ୍ଧ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ପ୍ରତି ଦିନ ବଢ଼ିବାରେ ଲାଗିଛି । ଏହି ମହାମାରୀକୁ ପ୍ରତିିରୋଧ କରିବା ପାଇଁ ଜିଲ୍ଲା ପ୍ରସାଶନ ସପ୍ତାହର ପ୍ରତି ଶନିବାର ଓ ରବିବାର ଦିନ ସମଗ୍ର ଜିଲ୍ଲାକୁ ସଂମ୍ପୁର୍ଣ୍ଣ ଲକଡାନ ଘୋଷଣା କରିଛନ୍ତି ।ଚଳିତ ମାସ ୨୪ ତାରିଖରେ ଜିଲ୍ଲାରୁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ Continue Reading
It has been four months to the day since India was put into lockdown to ward off the coronavirus. During the anxious days of Lockdown 1.0,the peak was promised in a few weeks, and then late May. But when the lockdown was eased in May, the only peaks in sight were the Himalayas from Saharanpur. […]Continue Reading
କମ୍ଭୁ ଧର ଖେତୀବୈାଦ୍ଧ,୨୫/୭: ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ରବିବାର ଦିନ ବୌଦ୍ଧ ଜିଲ୍ଲାରେ ଥିବା ସ୍ଥାନିୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ କରୋନାକୁ କିପରୁ ମାତ୍ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଗ୍ରାମ ପଞ୍ଚାୟତସ୍ତରରେ ପ୍ରତିଷ୍ଠା ହୋଇଥିବା କୋଭିଡ କେୟାର ହୋମର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା Continue Reading
ଭୁବନେଶ୍ବର,୨୬/: ରାଜ୍ୟରେ ପୁଣି କରୋନାରେ ୧୦ଜଣଙ୍କ ର ମୃତ୍ୟୁ ଘଟିଛି । ଏହାଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରବିବାର ଦିନ ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୬୩, ଦୁଇଜଣ […]Continue Reading
ଭୁବନେଶ୍ବର,୨୬/୭: ୨୪ ଘଣ୍ଟା ମଧ୍ୟରେ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୩୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୫୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଆଜି ଗଞ୍ଜାମରୁ ସର୍ବାଧିକ ୪୮୪, ଅନୁଗୁଳ ଜିଲ୍ଲାରୁ ୫, Continue Reading
ଭୁବନେଶ୍ୱର ୨୫।୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୨ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ।ଆହୁରି ମଧ୍ୟ ୨୯ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି । ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି ।ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି ।Continue Reading
ରାୟଗଡ଼ା,୨୫/୭: ରାୟଗଡ଼ା ଜିଲ୍ଲାରୁ ଶନିବାର ଦିନ ମୋଟ ୬୫ଜଣ କରୋନା ସଂକମିତ ଚିହ୍ନଟ । ଏସମ୍ପର୍କରେ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ନିଜର ପ୍ରେସ ବାର୍ତ୍ତରେ କହିଛନ୍ତି ।ଗୁଣପୁର ସହରରୁ ୩୪ଟି ,ରାମନଗୁଡ଼ାରୁ ୧୨ଟି, ରାୟଗଡା ସହରରୁ ୧୭ଟି ପଦ୍ମପୁର ଓ ବିଷମ କଟକ ବ୍ଲକରୁ ଗୋଟିଏ ଲେଖାଏଁ ସର୍ବମୋଟ ୬୫ ଟି ପଜିଟିଭ ବାହାରିଛି । ଏମାନେ ସମସ୍ତେ କଣ୍ଟେନମେଣ୍ଟ ଜୁନର ଓ ଆସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ Continue Reading