ଭଦ୍ରକ, ୯/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର କ୍ୟାମ୍ପସ୍ଗୁଡ଼ିକରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। ଆଠ ବର୍ଷ ବ୍ୟବଧାନରେ ହେଉଥିବା ଏହି ନିର୍ବାଚନ ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଥିବା ବେଳେ ଅନେକ କଲେଜରେ ଏହାରି ମଧ୍ୟରେ ଗଣ୍ଡଗୋଳଜନିତ ଖବର ଆସିଛି। ନିର୍ବାଚନ ପୂର୍ବରୁ ବିଶୃଙ୍ଖଳା ଦେଖାଯାଉଥିବା କଲେଜଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କ୍ରମରେ ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରୀ ନାଆମି କଲେଜ Continue Reading




