
ଭୁବନେଶ୍ୱର,୨୦/୧: ରାଜ୍ୟରେ ୨୨ ତାରିଖ ଯାଏ ଘନ କୁହୁଡ଼ି ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳକୁ ୟେଲୋ ଓ୍ବାର୍ନିଂ କରାଯାଇଛି।ମଙ୍ଗଳବାରଠାରୁ ଶୀତ କମିବ, ରାତିରେ ତାପମାତ୍ରା ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା ରହିଛି। ୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟର ସୃଷ୍ଟି ସମ୍ଭାବନା ରହିଛି।ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ବଢ଼ିବ ତାପମାତ୍ରା। ଗୁରୁଚାପ ବଳୟ Continue Reading