Home Posts tagged coaching instiute
Odisha News
ନୂଆଦିଲ୍ଲୀ, ୧୮/୧ : ବିଦ୍ୟାର୍ଥୀ ଆତ୍ମହତ୍ୟା, ଅକୁଳାଣ ସୁବିଧା, ପାଠପଢ଼ା ସମସ୍ୟା ଓ ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଧାର୍ଯ୍ୟ କରିଛନ୍ତି।ଏହି ନିର୍ଦ୍ଦେଶାବଳି କୋଚିଂ ସେଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ। ନିର୍ଦ୍ଦେଶାବଳି ଅନୁସାରେ କୌଣସି କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ନାମ ଲେଖାଇପାରିବେ ନାହିଁ।କେବଳ ମାଧ୍ୟମିକ ସ୍କୁଲଶିକ୍ଷା ସମାପ୍ତ କରିଥିବା Continue Reading
Seo wordpress plugin by www.seowizard.org.