Home Posts tagged cm naveen patnaik arrives in japan
Odisha News
ଭୁବନେଶ୍ୱର,୪/୪: ଟୋକିଓରେ ପହଞ୍ଚିବା ପରେ ସେଠାରେ ହେବାକୁ ଥିବା ଓଡ଼ିଶା ବିଜନେସ୍ ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ବଡ଼ ପୁଞ୍ଜିପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ । ଏଥିରେ ନିପନ୍ ଷ୍ଟିଲସର ନିର୍ଦ୍ଦେଶକ ତଥା ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବାର କାର‌୍ୟ୍ୟକ୍ରମ ରହିଛି ।ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଓଡ଼ିଶାରେ ଦୁଇଟି ମେଗା ଷ୍ଟିଲ ପ୍ଲାଣ୍ଟ Continue Reading
Seo wordpress plugin by www.seowizard.org.