କେନ୍ଦୁଝର, ୬/୧୧: ଦୀପାବଳି ଅବସରରେ ଓଡ଼ିଶାବାସୀଙ୍କ ସହ କେନ୍ଦୁଝରବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ୧୧୦୩ କୋଟି ଟଙ୍କା ବ୍ୟୟରେ ୩୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।ଧରଣୀଧର ମେଡିକାଲ କଲେଜରେ କର୍କଟ ରୋଗ ସ୍କ୍ରିନିଂ ୟୁନିଟ୍, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ମଡ୍ୟୁଲାର ଅପରେସନ ଥିଏଟର ସମେତ ବିଭିନ୍ନ ସୁବିଧାର ଉଦଘାଟନ କରିଛନ୍ତି। ଏଥିସହ ଡେଣ୍ଟାଲ ଓ ନର୍ସିଂ Continue Reading



