Home Posts tagged cloudbrust near amarnath cave
Odisha News
ନୂଆଦିଲ୍ଲୀ, ୮/୭: ଜମ୍ମୁ ଓ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହୁରି ଅନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଛି।ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଏଠାରେ ବାଦଲ ଫାଟିଥିଲା। ଫଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ବନ୍ଦ ହେବା ପରେ ଆଇଟିବିପି ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରାଯାଇଛି।୪୩ ଦିନିଆ ବାର୍ଷିକ ଅମରନାଥ Continue Reading
Seo wordpress plugin by www.seowizard.org.