Home Posts tagged chowdar
Odisha News
ଚୌଦ୍ୱାର,୮/୨: ଶୀଘ୍ର ଫେରି ଆସିବି କହି ରାତି ୮ଟାରେ ଘରୁ ବାହାରିଗଲେ ମହିଳା। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ବହୁ ଖୋଜାଖୋଜି ପରେ ସ୍ୱାମୀ ତାଙ୍କ ମୃତଦେହ ପାଇଲେ।ମହିଳାଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଊଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଗତ ରାତିରେ ଜଗତପୁର ଟ୍ରକ୍ ଟର୍ମିନାଲରେ ଘଟିଛି। ମୃତା ମହିଳା ହେଲେ ସ୍ଥାନୀୟ ଅଞ୍ଚଳର […]Continue Reading
Seo wordpress plugin by www.seowizard.org.