ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୭/୧ : ଚିଲିକା ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର । ଚିଲିକାର ବେଦେଶାଗତ ପକ୍ଷୀ ଆଗମନ, ନୌବାଣିଜ୍ୟ, ମତ୍ସ୍ୟଜୀବୀ ମାନଙ୍କ ଡଙ୍ଗା ଚାଳନା ଓ ମାଛ ଧରା ପ୍ରଣାଳୀ, ଜୀବନ ଯାପନ ବିସ୍ତୃତ ଜଳରାଶିରେ ଗମନାଗମନ ପର୍ଯ୍ୟଟକ ମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥାଏ ।ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଆଜି ପ୍ରଥମ ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତା ପ୍ରଥମ ସଂସ୍କରଣକୁ ଅପରାହ୍ନରେ Continue Reading




