Home Posts tagged chhatishgada (Page 4)
Odisha News
ମାଲକାନଗିରି,୧୭/୪: ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ । ଛତିଶଗଡ଼ର କିଛି ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।ତଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧ୍ୟକ୍ଷ ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, ଗତ ୧୪ ଓ ୧୫ ତାରିଖ ଦିନ ମାଓବାଦୀଙ୍କ ଦମନ ନିମନ୍ତେ ଆକାଶ ମାର୍ଗରୁ ମାଓ ଶିବିର ଉପରେ ଆକ୍ରମଣ କରାଯାଇଥିଲା […]Continue Reading
Odisha News
ରାୟପୁର, ୨୬/୩: ଈଶ୍ୱରଙ୍କ କାନ୍ଧରେ ସୁରେଖା। ସମ୍ପର୍କରେ ବାପ-ଝିଅ। ଚିର ନିଦ୍ରାରେ ଶୋଇଯାଇଛି ଝିଅ। ଆଉ ଝିଅ ଶବକୁ କାନ୍ଧରେ ବୋହି ବାପ ଚାଲିଛି ଘର ଅଭିମୁଖେ। ରାସ୍ତାରେ ଆଗେଇ ଚାଲିଛି ମଣିଷ ଆମ୍ବୁଲାନ୍ସ। ହେଲେ ଆମ୍ବୁଲାନ୍ସରେ ଥିବା ଝିଅ ଦେହରେ ଆଉ ଜୀବନ ନାହିଁ।ଈଶ୍ୱର ଦାସ। ଛତିଶଗଡ଼ର ଦାନ ମଝୀ। ସେତେବେଳେ ଦାନ ମାଝୀଙ୍କ କାନ୍ଧରେ ଥିଲା ସାତ ଜନ୍ମର ସାଥିଙ୍କ ଶବ। ଏଠି କିନ୍ତୁ କାନ୍ଧରେ ଅଛି ନିଜ ରକ୍ତ, ନିଜ ଅଂଶ। କୋଳେଇ […]Continue Reading