ଦାନ୍ତେୱାଡ଼ା,୨୮/୪: କିଛିଦିନର ନିରବତା ପରେ ପୁଣି ଛତିଶଗଡ଼ରେ ମାଓବାଦୀମାନେ ସେମାନଙ୍କ ବର୍ବରତା ଦେଖାଇଛନ୍ତି। ଆରଣପୁର ବିସ୍ଫୋରଣରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି କରୁଣ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।କେଉଁଠି ବାପାକୁ ହରାଇ ପିଲା ଗୁମୁରି ଗୁମୁରି କାନ୍ଦୁଛି ତ କେଉଁଠି ସ୍ବାମୀଙ୍କୁ ହରାଇ ସ୍ତ୍ରୀ। ଭାଇରାଲ୍ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଭିଡିଓରେ ଦେଖିବାକୁ ମିଳିଛି Continue Reading
DANTEWADA,APR 26: Ten police personnel and a driver were killed in a blast carried out by Naxalites in Chhattisgarh’s Dantewada district on Wednesday, officials said. The incident took place under Aranpur police station limits when a team of the state police’s District Reserve Guard (DRG) was returning after an anti-Naxalite operation, a senior official said. Continue Reading
ଛତିଶଗଡ,୨୬/୨ : ଏବେ ରାଜନୀତିରୁ ସନ୍ନ୍ୟାସ ନେବେନି ସୋନିଆ ଗାନ୍ଧୀ। ଖୋଦ୍ ସୋନିଆ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ସୋନିଆ ନିଜେ ଏହା ସ୍ପଷ୍ଟ କରିଥିବା ଦଳର ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି।ଆଜି ଅଳକା ଗଣମାଧ୍ୟମକୁ କହିଛନ୍ତି ଯେ, […]Continue Reading
ଉମରକୋଟ,୧୨/୧୨: ଖଜୁରୀ ଗଛ ପୁଲିସକୁ ଦେଲା କ୍ଲୁ। ରାସ୍ତାକଡ଼ରେ ଅଧା ଭାଙ୍ଗି ପଡ଼ିଥିବା ଖଜୁରୀ ଗଛକୁ ଦେଖି ଖୋଜାଖୋଜି କରିବା ପରେ ମିଳିଲା ଛତିଶଗଡ଼ର କାଙ୍କେର ନିକଟରୁ ନିଖୋଜ ହୋଇଯାଇଥିବା ୪ ଜଣଙ୍କ ପତ୍ତା। ହେଲେ ମୃତାବସ୍ଥାରେ। ଏକ ପରିତ୍ୟକ୍ତ କୂଅରେ କାର ସହିତ ସେମାନେ ପଡ଼ି ଯାଇଥିଲେ। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି।ଏହି Continue Reading
ମାଲକାନଗିରି,୧୭/୪: ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ । ଛତିଶଗଡ଼ର କିଛି ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।ତଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧ୍ୟକ୍ଷ ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, ଗତ ୧୪ ଓ ୧୫ ତାରିଖ ଦିନ ମାଓବାଦୀଙ୍କ ଦମନ ନିମନ୍ତେ ଆକାଶ ମାର୍ଗରୁ ମାଓ ଶିବିର ଉପରେ ଆକ୍ରମଣ କରାଯାଇଥିଲା […]Continue Reading
ରାୟପୁର, ୨୬/୩: ଈଶ୍ୱରଙ୍କ କାନ୍ଧରେ ସୁରେଖା। ସମ୍ପର୍କରେ ବାପ-ଝିଅ। ଚିର ନିଦ୍ରାରେ ଶୋଇଯାଇଛି ଝିଅ। ଆଉ ଝିଅ ଶବକୁ କାନ୍ଧରେ ବୋହି ବାପ ଚାଲିଛି ଘର ଅଭିମୁଖେ। ରାସ୍ତାରେ ଆଗେଇ ଚାଲିଛି ମଣିଷ ଆମ୍ବୁଲାନ୍ସ। ହେଲେ ଆମ୍ବୁଲାନ୍ସରେ ଥିବା ଝିଅ ଦେହରେ ଆଉ ଜୀବନ ନାହିଁ।ଈଶ୍ୱର ଦାସ। ଛତିଶଗଡ଼ର ଦାନ ମଝୀ। ସେତେବେଳେ ଦାନ ମାଝୀଙ୍କ କାନ୍ଧରେ ଥିଲା ସାତ ଜନ୍ମର ସାଥିଙ୍କ ଶବ। ଏଠି କିନ୍ତୁ କାନ୍ଧରେ ଅଛି ନିଜ ରକ୍ତ, ନିଜ ଅଂଶ। କୋଳେଇ […]Continue Reading