Home Posts tagged chhatishgada
Odisha News
ମାଲକାନଗିରି, ୧୧/୫: ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍କାଉଣ୍ଟର କରିଛନ୍ତି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଏହି ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗାଙ୍ଗାଲୁର ଥାନା ପିଡିଆ ଜଂଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ Continue Reading
National News
KANKER, APR 16 : At least eighteen Naxalites were killed in an encounter with security personnel in Chhattisgarh’s Kanker district on Tuesday, police said. Three security personnel suffered injuries in the fierce gun-battle and a large quantity of weapons was also recovered from the spot, they said. The gunfight took place at around 2 pm […]Continue Reading
Odisha News
ଛତିଶଗଡ଼,୫/୯ : ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ୨ ଟି ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ କରାଯାଇଛି।ସୁକମା ଏଏସ୍ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ଖବର ମିଳିଥିଲା। ଏହା ପରେ ଊଜଏ ଓ ଉଜଚୠ ଯବାନମାନେ ଅପରେସନ ଯାଇଥିଲେ। ସେହି […]Continue Reading
National News
Chhattisgarh ,Sept 2 : Two girls, sisters, were gang-raped in Chhattisgarh’s Raipur while returning from celebrating Raksha Bandhan with one of the victim’s fiance. The incident unfolded when a group of ten assailants forcibly blocked their path and carried out the horrific assault. According to police, three of the accused first intercepted them when they […]Continue Reading
Odisha News
ଛତିଶଗଡ଼,୪/୭ : ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା।ଛେଳି ବଳି ଦିଆଯିବା ପରେ ବଗର ସାଇଙ୍କ ସହିତ ଯାଇଥିବା ଗାଁ ଲୋକେ ତାକୁ ନେଇ ରୋଷେଇ କରିଥିଲେ। ମାଂସ ପ୍ରସ୍ତୁତ ହୋଇଯିବା ପରେ […]Continue Reading
Odisha News
ଛତିଶଗଡ଼,୨୬/୫ : ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର ନିଷ୍ପତ୍ତି ପରେ ନକ୍ସଲ ସଙ୍ଗଠନରେ ଭାଳେଣି ପଡ଼ିଛି। ପାଖରେ ଥିବା ବିପୁଳ ପରିମାଣର ନୋଟ୍କୁ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି।ତେଣୁ ନକ୍ସଲ ନେତାମାନେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ୨୦୦୦ ଟଙ୍କିଆ ନୋଟ୍ ବଦଳାଉଛନ୍ତି। ଆଜି ଏମିତି ଏକ ରାକେଟ୍ ପର୍ଦ୍ଦାଫାସ ହୋଇଛି। ଜମା ହେବାକୁ ଆସିଥିବା ୨୦୦୦ ଟଙ୍କା ନୋଟ୍ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି ଡିଆର୍ଜି ଯବାନ। ଏନେଇ […]Continue Reading
Seo wordpress plugin by www.seowizard.org.