
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୯/୩ : ଚନ୍ଦ୍ରପୁର ବ୍ଲକ ତୁରିଗୁଡ଼ା ପଞ୍ଚାୟତର ବାଙ୍ଗରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ସୃଜନଶିଳତାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକତ୍ରିପତି ଗଙ୍ଗା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ, ବ୍ଲକ ଗୋଷ୍ଟ ଶିକ୍ଷା ଅଧିକାରୀ ଗଣେଶ ଶବର ସରପଞ୍ଚ ସୁନିତା ମୂଣ୍ଡିକା, ମୁଖ୍ୟ ବକ୍ତା ଭାବେ ଏ ବି ଓ ଉମାକାନ୍ତ ମିଶାଲ ସମ୍ମାନିତ ଅତିଥି ଭାବେ Continue Reading