ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ ରାୟଗଡ଼ା,୧୧/୧୦: କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକ ମାନଙ୍କର ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଯେତେସବୁ ଯୋଜନା ପ୍ରଣୟନ କରିଚାଲିଛନ୍ତି, ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେଉନଥିବା ଜଳ ଜଳ ଦେଖା ଯାଉଛି ।ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ପଞ୍ଚାୟତ ସମିତିର ଅନେକ ଅଞ୍ଚଳରେ ଜଳ ସେଚନର ସୁବିଧା ନଥିବାରୁ ଉଦ୍ୟାନ କୃଷି ପାଇଁ ପ୍ରକୃଷ୍ଠ ଅଞ୍ଚଳ । ଜନଜାତି ବୋହୁଳ ଉକ୍ତ ଅଞ୍ଚଳରେ ଚାଷୀ ମାନଙ୍କ ଅଣଜଳସେଚିତ ଜମି Continue Reading




