ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୨/୪: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବାଡ଼ାଙ୍ଗସରଡ଼ା ପଞ୍ଚାୟତ ଅଧିନରେ ଥିବା ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡମ୍ବରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା, କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ପରୀକ୍ଷାରେ କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ Continue Reading

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୦/୩ : ରାୟଗଡ଼ା ଜିଲ୍ଲା ଆଦିବାସୀ ବହୁଳ ଚନ୍ଦ୍ରପୁର ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉଟସୋରସିଂ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ, ମହାସଂଘ ପକ୍ଷରୁ ସମୋବାର ଠାରୁ ଶାନ୍ତି ପୁର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ ହୋଇଚି ।କର୍ମଚାରୀଙ୍କୁ ଛଟେଇ ବଦଳରେ ନିୟମିତ ନିୟମିତ କରାଯିବା ନେଇ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରିବା ସହିତ କାର୍ଯ୍ୟରେ ଯୋଗ ଦେଇଛନ୍ତି । Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର ୫/୩ : ୨୫ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟଜିତ ଗମାଙ୍ଗ ଚନ୍ଦ୍ରପୁର ବ୍ଲକ ହନୁମନ୍ତ୍ ପୁର ପଞ୍ଚାୟତରର ପଙ୍କାଳନାଜୁ ଗ୍ରାମ ଗସ୍ତ କରିଛନ୍ତି। ବିଧାୟକଙ୍କୁ ଚନ୍ଦ୍ରପୁର ବ୍ଲକ କଂଗ୍ରେସ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରି ଥିଲେ।ପଙ୍କାଳନାଜୁ ଗ୍ରାମରେ ହନୁମନ୍ତ୍ ପୁର ପଞ୍ଚାୟତର କଂଗ୍ରେସ କମିଟି ସଭାପତି ହିରୁ ମାଝୀ କିମ୍ଵାକାଙ୍କ ସଭାପତିତ୍ବରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର,୪/୧୨: ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦ୍ରପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇ ଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ ଦିବସରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨/୧୨: ଚନ୍ଦ୍ରପୁର ବ୍ଲକ ବିଜାପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,କାମିପଦର ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଶ୍ରୀ ନବୀନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜାପୁର ସରପଞ୍ଚ ଶ୍ରୀମତୀ ଜେରିମିନା ପାଡଗଣ୍ଡା, ଶ୍ରୀ ଜାକବ ପାଡଗଣ୍ଡା, ଶ୍ରୀମତୀ କାଳିନ୍ଦୀ ସୁକାଲୁ, ଶ୍ରୀ ମିନାରାଓ ସୁକାଲୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପ୍ରଦୀପ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୫/୧୧: ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରତିଟି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରାୟ ଦୁଇ ବର୍ଷ ତଳେ ଆରମ୍ଭ ହେଇଥିବା ମେଗାପ୍ରକଳ୍ପ ଯୋଜନା ।ରାୟଗଡ଼ା ଜିଲ୍ଲାର ଅନଗ୍ରସର ଅଂଚଳରୂପେ ପରିଚିତ ଚନ୍ଦ୍ରପୁର ବ୍ଲକରେ ଘରେ ନପୋସୁଣୁ ଚାଳ ବାଜିବା ନ୍ୟାୟରେ ପାଣି ନଆଶୁଣୁ ମହାଦୁର୍ନୀତିରେ ପରିଣତ ହୋଇଥିବା ଅଭିଯୋଗ ହେଉଅଛି। ଗ୍ରାମ୍ୟ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡା,୧୭/୧୧ : ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ କୁସୁମୁଗୁଡି ଠାରୁ ଗେଣ୍ଡାବାଜୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯାଜନା ର ରାସ୍ତା ଆଵାସ୍ତଏବେ ଦୟନୀୟ ସ୍ଥିତି ରେ ଗ୍ରାମ ଉନ୍ନଉନ୍ନୟନ ବିଭାଗ ଦ୍ଵାରା ୨୦୧୮ /୧୯ ଆଥିକ ବର୍ଷରେ ନିର୍ମିତ ଏହି ରାସ୍ତା ଗତ ପାଞ୍ଚବର୍ଷରେ ଥରୁଟିଏ ସୁଧା ମରାମତି ହେବା ତ ଦୂରର କଥା ବରଂ ସେହି ନାମରେ ଅର୍ଥ ଚଳୁ ହୋଇଥିବା ଅଭିଯୋଗ ହେଉଛି ।ରାସ୍ତା ନିର୍ମାଣ ପରେ ପାଞ୍ଚବର୍ଷ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡା, ୧୭/୧୧ : ଚନ୍ଦ୍ରପୁର, ବିଜୟ ପ୍ରସାଦ ଉଲାକା, ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଡା ଙ୍ଗାସୋରଡ଼ା ସଦର ମୋହକୁମାରେ ଥିବା ଏସ ଏସ ଡ଼ି, ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଓଡ଼ିଶାର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପଥର ରେ ନିର୍ମିତ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ସ୍ୱମୀବିବେକା ନନ୍ଦ, ସୁବାସ ଚନ୍ଦ୍ର ବୋଷ, ଠାକର ବାପା, କୃଷ୍ଣ […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୪/୧୧: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ SSDବାଳକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟିନ କିମ୍ଵାକା,ସଭାପତିତ୍ୱ WEO କୃଷ୍ଣଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗ BEO ଗଣେଶ ଶବର ଯୋଗଦେଇଥିଲେ ।ସମ୍ନାନନୀୟ ଅତିଥିଭାବେ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୩୦/୯ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ କିରମା ଗ୍ରାମ ଛକ ନିକଟ ରୁ ତିନିଶହ ଚଉସ୍ତରି(୩୭୪) କେଜି ଗଞ୍ଜେଇ ଜବତ କରିଛି ଚନ୍ଦ୍ରପୁର ପୋଲିସ ।ଆଜି ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦ୍ରପୁର ବ୍ଲକ ବିଜାପୁର ଠାରୁ କୋଟଗଡ ଅଭିମୁଖେ ଏକ ପିକଅପ ଭେନ ଗାଡି ନମ୍ବର […]Continue Reading