
ଚମ୍ପୁଆ,୧୨/୧: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରେଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା । ଡ୍ରାଇଭରଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଘଟିଛି। ଆହତ ଡ୍ରାଇଭରଜଣକ ହେଲେ ଝାଡ଼ଖଣ୍ଡ ଜାମସଦପୁର ଅଞ୍ଚଳର ଡ଼୍ରାଇଭର ହ୍ରୀଦୟା Continue Reading