Home Posts tagged chain loot two arrest
Odisha News
ବାଲେଶ୍ୱର, ୨୯/୮ : ବାଇକ୍‌ରେ ଶ୍ୱଶୁର ଘର ଯାଉଥିଲେ ଦମ୍ପତି। ହେଲେ ମଝି ରାସ୍ତାରୁ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ଫି ନେଲେ ଦୁର୍ବୃତ୍ତ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ଲୁଟେରାଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ ସ୍ଥାନୀୟ ଲୋକେ।ପଶ୍ଚିମବଙ୍ଗ ବରଙ୍ଗୀ ଅଞ୍ଚଳର ଅଶୁତୋଷ ମହାପାତ୍ର ଆଜି ତାଙ୍କ ପତ୍ନୀଙ୍କୁ ବାକ୍‌ରେ ଧରି ଭୋଗରାଇ ଅଭିମୁଖେ ଆସୁଥିଲେ। ତେବେ ୫୭ ନମ୍ୱର ଜାତୀୟ ରାଜପଥର ନହରା […]Continue Reading
Seo wordpress plugin by www.seowizard.org.